ଟ୍ବିଟ କରି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କଲେ କାଳନ୍ଦୀ ସାମଲ

229

ବିକାଶ ନାଁ ରେ ମିଛ ପ୍ରବଞ୍ଚନା ଦେଉଛନ୍ତି ସରକାର . ସବୁ ଥାଇବି ବିଳମ୍ବ କାହିଁକି ବୋଲି ଟ୍ବିଟ କରି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ବିଜେପି ନେତା କାଳନ୍ଦୀ ସାମଲ .  ସେ ଲେଖିଛନ୍ତି, ମୋଦି ସରକାର ତାଳଚେର ମେଡିକାଲ କଲେଜ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରୟାସରେ ଜମି ଓ 1500 କୋଟି ଟଙ୍କାରେ ଗୃହ ଏବଂ ଆବଶ୍ୟକୀୟ ଖର୍ଚ୍ଚ ଏମସିଏଲ ପକ୍ଷରୁ ଯୋଗାଇ ଦିଆଯାଇଛି।

ପନ୍ଦର ମାସରେ ହକି ଷ୍ଟାଡିୟମ୍ ହେଉଛି,ସବୁ ଥାଇ ମେଡିକାଲ କଲେଜ ପାଇଁ ବିଳମ୍ବ କାହିଁକି ? ବହୁ ବିଳମ୍ବରେ  ପ୍ରଜାମଣ୍ଡଳ ଆନ୍ଦୋଳନର କର୍ଣ୍ଣଧାର ସ୍ବର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ନାଁ ମୁଖ୍ୟମନ୍ତ୍ରୀଙ୍କର ମନେ ପଡ଼ିଲା ! 

Comments are closed, but trackbacks and pingbacks are open.