ଜସ୍ମିନ ପଣ୍ଡା ଙ୍କ ଡ଼କ୍ଟରେଟ ଉପାଧି ଲାଭ

26

ଆଇଏମଏସ ଆଣ୍ଡ ସମ ହସ୍ପିଟାଲ ର ଫର୍ମାସୀ ବିଭାଗ ର ସିନିୟର ମ୍ୟାନେଜର ଶ୍ରୀମତୀ ଜସ୍ମିନ ପଣ୍ଡା ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ଟୁ ବି ୟୁନିଭର୍ସିଟି ର ଫାକଲ୍ଟି ଅଫ ଫାର୍ମାସ୍ୟୁଟିକାଲ ସାଇନ୍ସେସ ରୁ ସମ୍ମାନଜନକ ଡ଼କ୍ଟରେଟ ଉପାଧି ଲାଭ କରିଛନ୍ତି I ଶ୍ରିମନ୍ତି ପଣ୍ଡା ବିଶ୍ୱବିଦ୍ୟାଳୟର ପୂର୍ବତନ ଆସୋସିଏଟ ପ୍ରଫେସର ତଥା ବର୍ତ୍ତମାନ ଗୀତଂ ୟୁନିଭର୍ସିଟି ର ପ୍ରଫେସର ଡ଼.ଅଭିଷେକ ପାଲ ଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନ ରେ ପ୍ରସ୍ତୁତ ସନ୍ଦର୍ଭ ‘ଡ୍ରଗ ୟୁଟିଲାଇଜେସନ ଷ୍ଟଡି ଆଣ୍ଡ ରିସେପ୍ଟର ବେସଡ ଡ୍ରଗ ଡିଜାଇନ ଉଇଥ ସିନ୍ଥେସିସ ଆଣ୍ଡ ବାୟୋଲୋଜିକାଲ ଇଭାଲ୍ୟୁଏସନ ଅଫ ଆଣ୍ଟିଡିପ୍ରେସାଣ୍ଟ ଫ୍ଲେଭାରେନ୍ସ ‘ ଜଜନ ୟୁନିଭର୍ସିଟି ,ସାଉଦି ଆରବ ର ପ୍ରଫେସର ଡ଼. ଏସ ଦୁର୍ଗାରମଣୀ ଏବଂ ଦୀପସାର ୟୁନିଭର୍ସିଟି ନୂଆ ଦିଲ୍ଲୀ ର ପ୍ରଫେସର ଡ଼. ପ୍ରଭାତ କୁମାର ସାହୁ ଙ୍କ ଦ୍ୱାରା ଉଚ୍ଚ ପ୍ରସଂଶିତ ହୋଇଛି I

Leave A Reply

Your email address will not be published.