ଜଗା ର ଆସିଛି କୁନି ଭଉଣୀ ସୁଭଦ୍ରା

27

କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଥିଲେ ଜଗା କାଳିଆ I ସେତେବେଳେ ସମୟ ରେ ଓଡିଶା ର ଏକ ପ୍ରମୁଖ ଟିଭି ଚ୍ୟାନେଲ ଏହି ଯୋଡମୁଣ୍ଡ ଶିଶୁ ଙ୍କ ଖବର ଟିକୁ ପ୍ରସାରଣ କରି ଥିଲା I କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁଙ୍କୁ ନେଇ ଦିନେ ସାରା ଦେଶରେ ହଇଚଇ ହେଲା। ଆଉ ସେମାନଙ୍କ ଚିକିତ୍ସା ଲାଗି ରାଜ୍ୟ ସରକାର ଆଗଭର ହେଲେ। ଦିଲ୍ଲୀ AIIMS ରେ ଚାଲିଲା ଚିକିତ୍ସା। ରାଜ୍ୟବାସୀଙ୍କ ଶୁଭକାମନା ଓ ଡାକ୍ତରମାନଙ୍କ ସେବା ଏବଂ ରାଜ୍ୟ ସରକାରଙ୍କ ସହଯୋଗ ବଳରେ ଜଗା-କାଳିଆ ଅଲଗା ହେଲେ; ସୁସ୍ଥ ହେଲେ। ଦୀର୍ଘଦିନ ଧରି ଦିଲ୍ଲୀ ରେ ଚିକିତ୍ସା ହେବ ପରେ କିଛିମାତ୍ର ରେ ସୁସ୍ଥ ହୋଇ ଓଡିଶା ର କଟକ ବଡ଼ ଡାକ୍ତର ଖାନା ରେ ପୁଣି ଏକ ବର୍ଷ ଯାଏ ଚିକିତ୍ସ୍ସା ହେଉଥିଲେ ୱିକିନ୍ତୁ କିଛିଦିନ ପରେ କାଳିଆ ର ମୃତ୍ୟୁ ହୋଇଥିଲା I ଏହା ପରେ ବାପା ମା ଜାଗା କୁ ନେଇ କନ୍ଧମାଳ ଚାଲି ଯାଇଥିଲେ ,ଏବେ ପୁଣି ଘରକୁ ଖୁସି ର ଖବର ଆସିଛି ,ଜଗା ମୁହଁ ରେ ହସ ଫୁଟିଛି Iଏବେ ଛ ଦିନ ହେବ ଜଗାର କୁନି ଭଉଣୀ ଆସିଛି ସୁଭଦ୍ରା I

Leave A Reply

Your email address will not be published.