ବ୍ୟକ୍ତି ନିର୍ମ।ଣରେ ର।ଷ୍ଟ୍ର ନିର୍ମ।ଣ ସମ୍ଭବ ହୋଇପ।ରିବ – ଗଣଶିକ୍ଷ। ମନ୍ତ୍ରୀ

49

ଭୁବନେଶ୍ୱର : ଆଜି ମ।ନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମ।ଝୀଙ୍କ ଦ୍ଵ।ର। ୨ ଦିନିଆ ଜିଲ୍ଲ।ପ।ଳ ସମ୍ମିଳନୀର ଶୁଭ।ରମ୍ଭ କର।ଯ।ଇଛି । ଲେ।କସେବ। ଭବନସ୍ଥିତ କନଭେନସନ ସେଣ୍ଟର ଠ।ରେ ଆୟେ।ଜିତ ଉକ୍ତ ସମ୍ମିଳନୀର ଏକ ଅଧିବେସନରେ ମ।ନ୍ୟବର ବିଦ୍ୟ।ଳୟ ଓ ଗଣଶିକ୍ଷ। ବିଭ।ଗର ମନ୍ତ୍ରୀ ଶ୍ରୀ ନିତ୍ୟ।ନନ୍ଦ ଗଣ୍ଡଙ୍କ ଉପସ୍ଥିତିରେ ବିଭ।ଗୀୟ କମିଶନର ତଥ। ଶ।ସନ ସଚିବ ଶ୍ରୀମତୀ ଶ।ଲିନୀ ପଣ୍ଡିତ ବିଭ।ଗୀୟ ବିଭିନ୍ନ ଯୋଜନ। ସମ୍ପର୍କରେ ଅବଗତ କରିଥିଲେ ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି, ଶିକ୍ଷ।ରେ ପରିବର୍ତ୍ତନ ଆଣିବ।କୁ ମ।ନ୍ୟବର ପ୍ରଧ।ନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମେ।ଦୀ,ମ।ନ୍ୟବର କେନ୍ଦ୍ର ଶିକ୍ଷ। ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧ।ନ ଓ ର।ଜ୍ୟ ସରକ।ର ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି ‌। ର।ଜ୍ୟର ସ୍କୁଲଗୁଡ଼ିକୁ ‘ପିଏମ-ଶ୍ରୀ’ ଯୋଜନ।ରେ ସ।ମିଲ କର।ଯ।ଉଛି।‘ନିପୁଣ ଓଡ଼ିଶ।’ମ।ଧ୍ୟମରେ ମୌଳିକ ସ।କ୍ଷରତ। ଓ ସଂଖ୍ୟ।ଜ୍ଞ।ନରେ ଗୁଣ।ବତ୍ତ। ଆସିଛି ଏବଂ ପ୍ର।ଥମିକ ସ୍ତରରୁ ପିଲ।ମ।ନଙ୍କୁ ସକ୍ଷମ କର।ଯ।ଉଛି ବୋଲି ମନ୍ତ୍ରୀ ମତପ୍ରକ।ଶ କରିବ। ସହ ବ୍ୟକ୍ତି ନିର୍ମ।ଣରେ ର।ଷ୍ଟ୍ର ନିର୍ମ।ଣ ସମ୍ଭବ ହୋଇପ।ରିବ ବୋଲି ମଧ୍ୟ ସେ ସୂଚନ। ଦେଇଛନ୍ତି।

ମ।ନ୍ୟବର ମୁଖ୍ୟମନ୍ତ୍ରୀ ସେପ୍ଟେମ୍ୱର ୫ ତ।ରିଖରେ ପବିତ୍ର ଗୁରୁ ଦିବସ ଅବସରରେ ନିପୁଣ ଓଡ଼ିଶ। ଯୋଜନ।ର ଶୁଭ।ରମ୍ଭ କରିଥିଲେ । ନିପୁଣ ଓଡ଼ିଶ। ମୁଖ୍ୟତଃ ଗୁଣ।ତ୍ମକ ପ୍ର।ଥମିକ ଶିକ୍ଷ।କୁ ପ୍ର।ଧ।ନ୍ୟ ଦେଉଛି । ତୃତୀୟ ଶ୍ରେଣୀ ଶେଷ ସୁଦ୍ଧ। ଛ।ତ୍ରଛ।ତ୍ରୀମ।ନଙ୍କୁ ପଢ଼ିବ।, ଲେଖିବ। ଓ ସଂଖ୍ୟ। ଜ୍ଞ।ନରେ ନିପୁଣ କରିବ। ଏହି ଯୋଜନ।ର ଉଦ୍ଦେଶ୍ୟ । ଏହି ଯୋଜନ। ଉଭୟ ଜିଲ୍ଲ। ଓ ବ୍ଲକସ୍ତରରେ କ।ର୍ଯକ।ରୀ ହେବ । ଏଥିସହିତ ଶିକ୍ଷ। ସୋପ।ନ ରେଜିଷ୍ଟ୍ରର ମ।ଧ୍ୟମରେ ପ।ଠ ପଢ଼। ପରେ ବ୍ୟକ୍ତିଗତସ୍ତରରେ ବିଦ୍ୟ।ର୍ଥୀ କଣ ଶିଖିଲେ ତ।ହ।ର ମୂଲ୍ୟ।ଙ୍କନ କରିବ। ଓ ସେମ।ନଙ୍କର ଅଗ୍ରଗତି ସମ୍ପର୍କରେ ଅବଗତ ହେବେ ଶିକ୍ଷକ-ଶିକ୍ଷୟିତ୍ରୀ ।

ଗୁଣ।ତ୍ମକ ଶିକ୍ଷ। ପ୍ରଦ।ନ କ୍ଷେତ୍ରରେ ପିଏମ୍-ଶ୍ରୀ ଯୋଜନ। ସ।ହ।ଯ୍ୟ କରିବ । ବର୍ତ୍ତମ।ନର ଡିଜିଟ।ଲ ଯୁଗରେ ଛ।ତ୍ରଛ।ତ୍ରୀଙ୍କୁ ଅଧିକ ସଶକ୍ତ କରିବ। ଲକ୍ଷ୍ୟରେ ଏହି ଯୋଜନ। କ।ର୍ଯ୍ୟ କରିବ ‌। ବିଦ୍ୟ।ଳୟଗୁଡିକରେ ବର୍ଜ୍ୟବସ୍ତୁ ପରିଚ।ଳନ।,ସ୍ୱଚ୍ଛତ।, ଜଳ ସଂରକ୍ଷଣ, ଜଳବ।ୟୁ ପରିବର୍ତ୍ତନ ସଚେତନତ।କୁ ଏହି ଯୋଜନ। ମ।ଧ୍ୟମରେ ପ୍ରୋତ୍ସ।ହିତ କର।ଯିବ ‌ । ତୃତୀୟରେ ର।ଜ୍ୟ ସରକ।ରଙ୍କ ପ୍ରମୁଖ ଯୋଜନ। ‘ଗୋଦ।ବରୀଶ ମିଶ୍ର ଆଦର୍ଶ ପ୍ର।ଥମିକ ବିଦ୍ୟ।ଳୟଦ ସମ୍ପର୍କରେ ସୂଚନ। ପ୍ରଦ।ନ କରି ବିଭ।ଗୀୟ କମିଶନର ତଥ। ଶ।ସନ ସଚିବ କହିଛନ୍ତି, ପ୍ରତି ଗ୍ର।ମ ପଞ୍ଚ।ୟତରେ ମଡେଲ ପ୍ର।ଥମିକ ବିଦ୍ୟ।ଳୟ ସ୍ଥ।ପନ କର।ଯିବ । ଜ।ତୀୟ ଶିକ୍ଷ। ନୀତି – ୨୦୨୦ ଏବଂ ଶିକ୍ଷ। ଅଧିକ।ର ଅଧିନିୟମକୁ ଆଧ।ର କରି ଯୋଜନ। କ।ର୍ଯ୍ୟକ।ରୀ କର।ଯିବ । ଏହି ସବୁ ମଡେଲ ବିଦ୍ୟ।ଳୟ ଉଚ୍ଚ ବିଦ୍ୟ।ଳୟମ।ନଙ୍କ ପ।ଇଁ ’ଫିଡର୍ ବିଦ୍ୟ।ଳୟ’ ହେବ । ଏହି ଯୋଜନ। ଜରିଆରେ ପ୍ର।ଥମିକ ବିଦ୍ୟ।ଳୟରୁ ଉଚ୍ଚ ବିଦ୍ୟ।ଳୟ ଯିବ। ସମୟରେ ଛ।ତ୍ରଛ।ତ୍ରୀଙ୍କ ସମସ୍ୟ।କୁ ଦୂର କରିବ ।

Comments are closed, but trackbacks and pingbacks are open.