ଆଇପିଏଲ ୨୦୨୨ :ଉଦ୍ଘାଟନୀ ମ୍ୟାଚ ରେ ନିଜ ନିଜ ଟିମ ପାଇଁ କିଏ ହେବ ଗେମ୍ ଚେଞ୍ଜର

21

ଚଳିତ ୨୬ ତାରିଖ ରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ ୨୦୨୨ର ମହାଲଢେଇ । ଉଦ୍ଘାଟନୀ ମ୍ୟାଚ ରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ ଓ କୋଲକାତା ନାଇଟ ରାଇଡର୍ସ । ତେବେ ଏଥର ଆଇପିଏଲ ବେଶ ରୋମାଞ୍ଚକର ରହିବ । ଆଉ ଆଇପିଏଲରେ ଏଥର ରୋମାଞ୍ଚର ଖୋରାକ ଯୋଗାଇବେ ଅଲରାଉଣ୍ଡର । ୨୦୨୨ ଆଇପିଏଲରେ ଟିମ ଗୁଡିକର ନବକଳେବର ପରେ ଏବେ ଚେନ୍ନାଇ ଆଉ ଲକ୍ଷ୍ନୈରେ ଅନେକ ଷ୍ଟାର ଅଲରାଉଣ୍ଡର ରହିଛନ୍ତି ଯେଉଁମାନେ ଦଳ ପାଇଁ ଗେମ ଚେଞ୍ଜର ପାଲଟିପାରନ୍ତି । ଆଇପିଏଲରେ ପ୍ରତିବର୍ଷ କିଛି ଖେଳାଳି ନିଜ ଦଳ ପାଇଁ ଗେମ ଚେଞ୍ଜର ହୁଏନ୍ତି । ଶେଷ ମୁହୂର୍ତ୍ତରେ ଆସି ଧୂଆଁଦାର ବ୍ୟାଟିଂ କରି ଦଳକୁ ଜିତାଇବାର ଦକ୍ଷତା ରଖିଥାନ୍ତି । ତେବେ ଏଥର କିଏ କେଉଁ ଦଳ ପାଇଁ ହେବ ଗେମ ଚେଞ୍ଜର? ଥରେ ନଜର ପକାନ୍ତି ସେହି ଅଲରାଉଣ୍ଡର ଲିଷ୍ଟ ଉପରେ ଯେଉଁମାନେ ନିଜ ନିଜ ଟିମ ପାଇଁ ଗେମ ଚେଞ୍ଜର ହୋଇପାରନ୍ତି ।

Comments are closed, but trackbacks and pingbacks are open.