ଫିଟନେସ୍ ଯାଞ୍ଚ ବେଳେ ସ୍କୁଲ ବସ୍କୁ ଜରିମାନା। ସ୍କୁଲ ବସ୍ ଉପରେ ୪ ଲକ୍ଷ ଫାଇନ୍ କାଟିଲା ପରିବହନ ବିଭାଗ। ସେମିଳିଗୁଡ଼ାର ଏକ ଇଂଲିଶ ମିଡିୟମ ସ୍କୁଲ ବସ୍କୁ ଏହି ଫାଇନ୍ ହୋଇଛି। ଟ୍ୟାକ୍ସ ପାଇଁ ୩.୮୦ ଲକ୍ଷ ଓ ଫିଟନେସ୍ ପାଇଁ ୨୧ ହଜାର ୫୦୦ ଜରିମାନା କରିଛି ପରିବହନ ବିଭାଗ।ଫିଟନେସ୍ ଯାଞ୍ଚ ବେଳେ ସ୍କୁଲ ବସ୍କୁ ଜରିମାନା। ସ୍କୁଲ ବସ୍ ଉପରେ ୪ ଲକ୍ଷ ଫାଇନ୍ କାଟିଲା ପରିବହନ ବିଭାଗ। ସେମିଳିଗୁଡ଼ାର ଏକ ଇଂଲିଶ ମିଡିୟମ ସ୍କୁଲ ବସ୍କୁ ଏହି ଫାଇନ୍ ହୋଇଛି। ଟ୍ୟାକ୍ସ ପାଇଁ ୩.୮୦ ଲକ୍ଷ ଓ ଫିଟନେସ୍ ପାଇଁ ୨୧ ହଜାର ୫୦୦ ଜରିମାନା କରିଛି ପରିବହନ ବିଭାଗ।

Comments are closed, but trackbacks and pingbacks are open.