IPL 2022 :୭ ଓ୍ଵିକେଟ୍ ହରାଇ ଲକ୍ଷ୍ନୌ କଲା ୧୬୯ ରନ

115

ଆଇପିଏଲ ୨୦୨୨ ର ୧୨ ତମ ମ୍ୟାଚ ରେ ଲକ୍ଷ୍ନୌ ସୁପର ଜାୟଣ୍ଟସ ବନାମ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହେଉଛି I ଅଧିନାୟକ କେଏଲ ରାହୁଲ ଏବଂ ଦୀପକ ହୁଡ୍ଡାଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ଲକ୍ଷ୍ନୌ ସୁପର ଜାୟଣ୍ଟସ ୧୨ତମ ମ୍ୟାଚ୍‌ରେ ୭ ଓ୍ଵିକେଟ୍ ହରାଇ ୧୬୯ ରନ କରିଛି। ସନରାଇଜର୍ସ ହାଇଦ୍ରାବାଦ ସମ୍ମୁଖରେ ରହିଛି ୧୭୦ ରନର ବିଜୟ ଲକ୍ଷ୍ୟ। ଲକ୍ଷ୍ନୌ ତରଫରୁ କେଏଲ ରାହୁଲ ୬୮ ଏବଂ ଦୀପକ ହୁଡ୍ଡା ୫୧ ରନ କରିଛନ୍ତି। ହାଇଦ୍ରାବାଦ ପକ୍ଷରୁ ଟି ନଟରାଜନ ୨୬ ରନ ଦେଇ ୨ଟି, ଓ୍ଵାଶିଂଟନ ସୁନ୍ଦର ୨୮ ରନ ଦେଇ ୨ ଏବଂ ରୋମାରିଓ ସେଫାର୍ଡ ୨ଟି ଓ୍ଵିକେଟ୍ ନେଇଛନ୍ତି। ଏହା ପୂର୍ବରୁ ଟସ୍ ଜିତି ସନରାଇଜର୍ସ ହାଇଦ୍ରାବାଦ ବୋଲିଂ ନିଷ୍ପତ୍ତି ନେଇଥିଲା।

Comments are closed, but trackbacks and pingbacks are open.