IPL 2022: ଟସ୍ ଜିତି ଗୁଜରାଟ ଟାଇଟନ୍ସ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି

137

ଆଇପିଏଲ ୨୦୨୨ ର ଚତୁର୍ଥ ମ୍ୟାଚ୍ ରେ ଗୁଜୁରାଟ ଟାଇଟାନ୍ସ ଓ ଲଖନଉ ସୁପର ଜିଆଣ୍ଟସ୍ ସହିତ ମୁହାଁମୁହିଁ ହୋଇଛି I ଏହି ଉଭୟ ଦଳ ଆଇପିଏଲ ଲିଗରେ ନୂଆ ଏବଂ ଏହା ହେଉଛି ସେମାନଙ୍କର ପ୍ରଥମ ମ୍ୟାଚ୍ I ମୁମ୍ବାଇ ୱାଙ୍ଖଡେ ଷ୍ଟାଡିୟମ୍‌ରେ ଏହି ମ୍ୟାଚ୍‌ ଖେଳାଯିବ। ଆଜିର ମ୍ୟାଚ୍ ଜିତି ଉଭୟ ଦଳ ନିଜର ଶ୍ରେଷ୍ଠତା ପ୍ରତିପାଦନ କରିବାକୁ ଚାହୁଁଛନ୍ତି | ତେବେ ଆଜିର ମ୍ୟାଚରେ ଗୁଜୁରାଟ ଟାଇଟନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି।

ଉଭୟ ଦଳ ର ଶ୍ରେଷ୍ଠ ଏକାଦଶ ମଧ୍ୟରେ ଅଛନ୍ତି :
ଲକ୍ଷ୍ନୌ ସୁପର ଜାୟଣ୍ଟସ

କେଏଲ ରାହୁ(ଅଧିନାୟକ), କ୍ଵିଣ୍ଟନ ଡି କକ୍‌(ଓ୍ଵିକେଟ୍ କିପର), ଏଭିନ ଲୁଇସ୍, ମନିଷ ପାଣ୍ଡେ, ଦୀପକ ହୁଡ୍ଡା, କୃଣାଲ ପାଣ୍ଡ୍ୟା, ମୋହସିନ ଖାନ, ଆୟୁଷ ବାଦୋନି, ଦୁଷ୍ମନ୍ତ ଚାମିରା, ରବି ବିଷ୍ଣୋଇ, ଅଭେଶ ଖାନ।

ଗୁଜରାଟ ଟାଇଟନ୍ସ

ଶୁଭମାନ ଗିଲ୍, ମାଥ୍ୟୁ ଓ୍ଵାଡେ(ଓ୍ଵିକେଟ୍ କିପର), ବିଜୟ ଶଙ୍କର, ଅଭିନବ ମନୋହର, ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ଡେଭିଡ୍ ମିଲର, ରାହୁଲ ତେଓ୍ଵତିଆ, ରଶିଦ ଖାନ, ଲୋକି ଫର୍ଗ୍ୟୁସନ, ବରୁଣ ଆରୋନ, ମହମ୍ମଦ ଶାମି।

Comments are closed, but trackbacks and pingbacks are open.