ପାରାଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ଓ ବିଜେତା

28

ଜାପାନ ର ଟୋକିଓ ଠାରେ ୧୩ ଦିନ ଧରି ଚାଲିଥିବା ପାରାଲିମ୍ପିକ୍ସରେ ଭାରତ ରେକର୍ଡ କରି ନିଜ ର ଅଭିଯାନ ଶେଷ କରିଛି । ଏଥର ଭାରତ ୧୯ ଟି ପଦକ ଜିତି ସ୍ୱଦେଶ ଫେରିଛି, ଯାହାକି ଭାରତ ପାଇଁ ପାରାଲିମ୍ପିକ୍ସରେ ସର୍ବଶ୍ରେଷ୍ଠ ଐତିହାସିକ ପ୍ରଦର୍ଶନ I
ଭାରତର ପଦକ ସଂଖ୍ୟା ଓ ବିଜେତା
ସ୍ୱର୍ଣ୍ଣ ପଦକ
ଅବନୀ ଲଖେରା: (ମହିଳା ୧୦ ମିଟର୍ ଏୟାର୍ ରାଇଫଲ୍ ଷ୍ଟାଣ୍ଡିଙ୍ଗ୍ ଏସଏଚ୍-୧)
ପ୍ରମୋଦ ଭଗତ: (ପୁରୁଷ ସିଙ୍ଗଲ୍ସ ଏସଏଲ୍-୩ ବ୍ୟାଡମିଣ୍ଟନ)
କ୍ରିଷ୍ଣା ନାଗର୍: (ପୁରୁଷ ସିଙ୍ଗଲ୍ସ ଏସଏଚ୍-୬ ବ୍ୟାଡମିଣ୍ଟନ)
ସୁମିତ୍ ଅନ୍ତିଲ: (ପୁରୁଷ ଜାଭେଲିନ୍ ଥ୍ରୋ’ ଏଫ୍-୬୪)
ମନିଷ ନରୱାଲ୍: (ମିକ୍ସଡ୍ ୫୦ ମିଟର୍ ପିସ୍ତଲ ଏସଏଚ୍-୧)
ରୌପ୍ୟ ପଦକ
ଭାବିନାବେନ୍ ପଟେଲ୍: ମହିଳା ସିଙ୍ଗଲ୍ସ କ୍ଲାସ୍-୪ ଟେବୁଲ୍ ଟେନିସ୍
ସିଂହରାଜ: ମିକ୍ସଡ୍ ୫୦ ମିଟର୍ ପିସ୍ତଲ୍ ଏସଏଚ୍-୧
ଯୋଗେଶ କଥୁନିୟା: ପୁରୁଷ ଡିସକସ୍ ଏଫ୍-୫୬
ନିଶଦ କୁମାର: ପୁରୁଷ ହାଇ ଜମ୍ପ ଟି-୪୭
ମରିୟପ୍ପନ ଥଙ୍ଗାଭେଲୁ: ପୁରୁଷ ହାଇ ଜମ୍ପ ଟି-୬୩
ପ୍ରବୀଣ କୁମାର: ପୁରୁଷ ହାଇ ଜମ୍ପ ଟି-୬୪
ଦେବେନ୍ଦ୍ର ଝାଝାରିଆ: ପୁରୁଷ ଜାଭେଲିନ୍ ଏଫ୍-୪୬
ସୁହାସ ୟଥିରାଜ: ପୁରୁଷ ସିଙ୍ଗଲ୍ସ ବ୍ୟାଡମିଣ୍ଟନ୍ ଏସଏଲ୍-୪
ବ୍ରୋଞ୍ଜ ପଦକ
ଅବବୀ ଲଖେରା: ମହିଳା ୫୦ ମିଟର ରାଇଫଲ୍ ଥ୍ରୀ ପୋଜିସନ୍ ଏସଏଚ୍-୧
ହରବିନ୍ଦର ସିଂହ: ପୁରୁଷ ବ୍ୟକ୍ତିଗତ ରିକର୍ଭ ଆର୍ଚେରୀ
ଶରଦ କୁମାର: ପୁରୁଷ ହାଇ ଜମ୍ପ ଟି-୬୩
ସୁନ୍ଦର ସିଂହ ଗୁର୍ଜର: ପୁରୁଷ ଜାଭେଲିନ୍ ଥ୍ରୋ’ ଏଫ୍-୪୬
ମନୋଜ ସରକାର: ପୁରୁଷ ସିଙ୍ଗଲ୍ସ ବ୍ୟାଡମିଣ୍ଟନ୍ ଏସଏଲ୍-୩
ସିଂହରାଜ: ପୁରୁଷ ୧୦ ମିଟର୍ ଏୟାର୍ ପିସ୍ତଲ ଏସଏଚ୍-୧

ରବିବାର ଉଦଯାପନୀ ଉତ୍ସବ ରେ ଅବନୀ ଲଖେରା ଭାରତର ଧ୍ୱଜାବାହକ ହୋଇଥିଲେ, ଯିଏ ପ୍ରଥମ ମହିଳା ଭାବେ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଚଳିତ ଗେମ୍ସରେ ଭାରତକୁ ଅଧିକ ସଫଳତା ମିଳିଛି ଆଥଲେଟିକ୍ସରେ

Leave A Reply

Your email address will not be published.