ନୂଆଦିଲ୍ଲୀ: ମହାକୁମ୍ଭ ସମୟରେ ଭାଇରାଲ ହୋଇଥିବା ଆଇଆଇଟି ବାବା ଅଭୟ ସିଂଙ୍କୁ ଜୟପୁର ପୋଲିସ ଗିରଫ କରିଛି। ସୋସିଆଲ ମିଡିଆରେ ସିଂ ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲେ। ଶିପ୍ରା ପଥ୍ ପୋଲିସ୍ ଷ୍ଟେସନ ରିଦ୍ଧି ସିଦ୍ଧ ପାର୍କ କ୍ଲାସିକ୍ ହୋଟେଲରେ ପହଞ୍ଚି ଆଇଆଇଟି ବାବାଙ୍କୁ ଅଟକ ରଖିଥିଲା। ବାବାଙ୍କଠାରୁ ଗଞ୍ଜେଇ ମଧ୍ୟ ଜବତ କରାଯାଇଛି। NDPS ଅଧିନିୟମ ଅନୁଯାୟୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ଜୟପୁର ପୋଲିସ ଅଭୟ ସିଂଙ୍କୁ ଜେରା କରିଛି।
Comments are closed, but trackbacks and pingbacks are open.