ଶନି ବଦଳାଇଲେ ନକ୍ଷତ୍ର ଆସନ୍ତା ୧୩ ମାସ ପାଇଁ, ଏହି ୫ ଟି ରାଶିରେ ଉନ୍ନତି ସହିତ ଆର୍ଥିକ ସ୍ଥିତି ବୃଦ୍ଧି ପାଇବ

13

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶନି ହେଉଛନ୍ତି ସବୁଠାରୁ ମନ୍ଥର ଗତିରେ ଚାଲୁଥିବା ଗ୍ରହ I ଶନି ଅଢେଇ ବର୍ଷ ରେ ଥରେ ନିଜର ରାଶି ପରିବର୍ତ୍ତନ କରନ୍ତି I କିନ୍ତୁ ମଝିରେ ନିଜର ନକ୍ଷତ୍ର ପରିବର୍ତ୍ତନ କରିଥାନ୍ତି I ଶନି ଙ୍କ ର ଏହି ନକ୍ଷତ୍ର ପରିବର୍ତ୍ତନ ର ପ୍ରଭାବ ଅନ୍ୟ ଗ୍ରହ ମାନଙ୍କ ଉପରେ ପଡିଥାଏ I ସେହିପରି ଫେବୃଆରୀ ୧୮ , ୨୦୨୨ ରେ, ଶନି ନିଜର ନକ୍ଷତ୍ର ପରିବର୍ତ୍ତନ କରି ଧନିଷ୍ଠା ନକ୍ଷତ୍ରରେ ପ୍ରବେଶ କରିଛନ୍ତି I ଏହାର ପ୍ରଭାବ ଆଗାମୀ ୧୩ ମାସ ପର୍ଯ୍ୟନ୍ତ ଏହି ରାଶି ଗୁଡିକ ଉପରେ ରହିବ ଇ ଆସନ୍ତୁ ଜାଣିବା ଏହି ୫ ଟି ରାଶି ଉପରେ କଣ ପ୍ରଭାବ ରହୁଛି I

ମେଷ: ମେଷ ରାଶିର ବ୍ୟକ୍ତି ଙ୍କ ଜୀବନରେ ସ୍ଥିରତା ରହିବ I ଦୀର୍ଘ ଦିନ ରୁ ପଡି ରହିଥିବା କାର୍ଯ୍ୟ ସମାପ୍ତ ହେବ I କ୍ୟାରିୟର ପାଇଁ ସମୟ ଅତ୍ୟନ୍ତ ଉତ୍କୃଷ୍ଟ I ପଦୋନ୍ନତି ସହିତ ଆୟ ବୃଦ୍ଧି ପାଇବ I ଭ୍ରମଣ ଯୋଗ ରହିଛି I ସମ୍ପତ୍ତି କ୍ରୟ ଯୋଜନା ସାର୍ଥକ ହେବ I

ବୃଷ: ବୃଷ ରାଶିର ବ୍ୟକ୍ତିମାନେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ I ଚାକିରୀରେ ଉଚ୍ଚ ପାଦ ପ୍ରାପ୍ତି ହେବେ Iବ୍ୟବସାୟୀମାନେ ଉପକୃତ ହେବେ I ଆୟ ବୃଦ୍ଧି ପାଇବ I ଅଚାନକ ଧନ ଲାଭ ଯୋଗ ରହିଛି I ଦର୍ଶନୀୟ ସ୍ଥାନ ପରିଦର୍ଶନ ରେ ଯିବେ I

ମିଥୁନ: ମିଥୁନ ରାଶିର ମାନଙ୍କର ଆର୍ଥିକ ଉନ୍ନତି ହେବ I କ୍ୟାରିୟର ପାଇଁ ସମୟ ଉପଯୁକ୍ତ I ଲାଭଜନକ ପରିବର୍ତ୍ତନ ହୋଇପାରେ I ପିତା ମାତା ଙ୍କ ସହିତ ନିଜ ସ୍ୱାସ୍ଥ୍ୟ ର ଯତ୍ନ ନିଅନ୍ତୁ I

କର୍କଟ: କର୍କଟ ରାଶିର ବ୍ୟକ୍ତି ମାନଙ୍କ ପାଇଁ ବିବାହ ଯୋଗ ଦେଖାଦେଉଛି I ଉତ୍ତମ ଜୀବନ ସାଥି ପାଇବେ I ବ୍ୟବସାୟରେ ପୁଞ୍ଜି ବିନିଯୋଗରୁ ଲାଭ ମିଳିବା ସହିତ ବ୍ୟବସାୟରେ ଅଗ୍ରଗତି ହେବ I ମହଙ୍ଗା ଜିନିଷ କିଣିବେ I

ଧନୁ : ଧନୁ ରାଶିର ବ୍ୟକ୍ତି ମାନଙ୍କ ପାଇଁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଆଣିବ I ଅର୍ଥ ରୋଜଗାର ପାଇଁ ପ୍ରୟାସ ଶୀଘ୍ର ଫଳ ଦେବ I ଆର୍ଥିକ ସ୍ୱଚ୍ଛଳତା ଆସିବ I ଚାକିରୀରେ ପଦୋନ୍ନତି ପାଇବେ I ସ୍ୱାସ୍ଥ୍ୟ ଭଲ ରହିବ I

Comments are closed, but trackbacks and pingbacks are open.