ବିଜୁ ଜନତା ଦଳରେ ସାତ ଜଣଙ୍କୁ ଦିଆଗଲା ନୂଆ ଦାୟିତ୍ବ

247

ଭୁବନେଶ୍ବର: ବିଜୁ ଜନତା ଦଳ ଆଜି ଏକ ବଡ ଘୋଷଣା କରିଛି। ଏଥିରେ ଦଳ ନୂଆ ଶୃଙ୍ଖଳା କମିଟ ଗଠନ କରିଛି। ଯେଉଁମାନେ ଦଳ ବିରୋଧୀ କାର୍ଯ୍ୟ କରିବେ ସେମାନଙ୍କୁ ଏହି କମିଟ ନିଲମ୍ବନ କିମ୍ବା ବହିସ୍କାର କରିବାକୁ ନିଷ୍ପତି ଗ୍ରହଣ କରିବେ। ତେବେ ଏହି କମିଟରେ ଯେଉଁମାନେ ଅଛନ୍ତି ସେମାନେ ହେଲେ:-

1- ଦେବୀ ପ୍ରସାଦ ମିଶ୍ର

2- ପ୍ରଦୀପ କୁମାର ଅମାତ

3-ଚନ୍ଦ୍ର ଶେଖର ସାହୁ

4- ରାଜଶ୍ରୀ ମଲ୍ଲିକ

5-ସାରଦା ପ୍ରସନ୍ନ ଜେନା

6- ଶର୍ମିଷ୍ଠା ସେଠୀ

7-ଲୋପାମୁଦ୍ରା ବକ୍ସିପାତ୍ର

ଆଜି ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି।

Comments are closed, but trackbacks and pingbacks are open.