କେମିତି କଟିବ ଆଜିର ଦିନ

50

ରାଶିଫଳ ୧୦-୦୬-୨୦୨୨ ଶୁକ୍ରବାର : ଆଜି ଧାର୍ମିକ ଯାତ୍ରାର ଯୋଗ ରହିଛି I ମେଷ -ଚାକିରୀରେ ସଫଳତା ,ବୃଷ – ପରିବାର ସହିତ ଭ୍ରମଣ ରେ ଯିବେ ,ମିଥୁନ – ମୂଲ୍ୟବାନ ବସ୍ତୁ କିଣାକିଣି କରନ୍ତୁ ନାହିଁ ,କର୍କଟ – ପୁରୁଣା ବନ୍ଧୁ ଙ୍କ ସହିତ ଭେଟ ହେବ I ଆସନ୍ତୁ ଜାଣିବା ଆପଣଙ୍କ ରାଶି ବିଷୟରେ :

ମେଷ : ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ ସତେଜ ଅନୁଭବ କରିବେ ଇ ପାରିବାରିକ ପରିବେଶ ସୁଖଦ ହେବ I ଆର୍ଥିକ ଲାଭ ସହିତ, ଆପଣ ବ୍ୟବସାୟ ଏବଂ ଚାକିରିରେ ସନ୍ତୁଷ୍ଟ ଅନୁଭବ କରିବେ I ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ I ଆଭୂଷଣ ପ୍ରିୟ ହେବେ I ବନ୍ଧୁ ପରିଜନ ଙ୍କ ସହିତ ଖୁସିରେ ଦିନ କଟିବ I

ବୃଷ : ଖର୍ଚ୍ଚ ବୃଦ୍ଧି ପାଇବାର ସମ୍ଭାବନା ଅଛି I ବିଦ୍ୟାର୍ଥୀ ମାନେ ଅଧୟନ ପ୍ରତି ଧ୍ୟାନ ଦେବେ I ପରିବାର ସଦସ୍ୟଙ୍କ ସହିତ ଏକ ମନୋରମ ମୁହୂର୍ତ୍ତ ବିତାଇବେ I ଦୂର ସ୍ଥାନ ଭ୍ରମଣ ଯୋଗ ରହିଛି I କାର୍ଯ୍ୟରେ ସଫଳତା ,ସ୍ୱାସ୍ଥ୍ୟରେ ଉନ୍ନତି ସହ ମନ ପ୍ରଫୁଲ୍ଲ ରହିବ I

ମିଥୁନ : ଆଜି ଆପଣଙ୍କୁ ଜମି, ଘର କିମ୍ବା ଯାନ ଇତ୍ୟାଦି କ୍ରୟ କରିବାରେ ସତର୍କ ରହିବାକୁ ପଡିବ I ବିନା କାରଣରେ ପରିବାର ସଦସ୍ୟଙ୍କ ସହିତ ଟେନସନ ବୃଦ୍ଧି ପାଇବ I ପରିବାର କୁ ନେଇ ଚିନ୍ତିତ ରହିବେ I ହଠାତ୍ ଖର୍ଚ୍ଚ ହେବାର ସମ୍ଭାବନା ଅଛି I ଆପଣ ସାଙ୍ଗମାନଙ୍କଠାରୁ ଉପହାର ଗ୍ରହଣ କରିବେ I

କର୍କଟ : ବୁଝି ବିଚାରି କାର୍ଯ୍ୟରେ ହାତ ଦିଅନ୍ତୁ I ପୁରୁଣା ବନ୍ଧୁ ଙ୍କ ସହିତ ଭେଟ ହେଇପାରେ I ଆଜି ମାନସିକ ସ୍ଥିତି ପ୍ରାୟତଃ ଭଲ ରହିବ। ପିଲାମାନଙ୍କ ବୈବାହିକ ସମ୍ବନ୍ଧ ନେଇ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବ। ସଙ୍ଗଠନ, ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ। ବନ୍ଧୁଙ୍କ ଦ୍ୱାରା ପ୍ରେରିତ ହୋଇ ଦୂରଯାତ୍ରା କରିବାକୁ ପଡ଼ିପାରେ।

ସିଂହ : ଆପଣଙ୍କ ଆତ୍ମବିଶ୍ବାସର ସ୍ତର ଭଲ ରହିବ। କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। କାର୍ଯ୍ୟକ୍ଷେତ୍ରରେ ଶତ୍ରୁ ପରାଜିତ ହେବେ I ବାଦ ବିବାଦ ରୁ ଦୁରେଇ ରୁହନ୍ତୁ I ଦୂରସ୍ଥାନ ଯାତ୍ରା କରି ପାରନ୍ତି I

କନ୍ୟା : ଆଜି ନୂଆ ନୂଆ କାମ, ନୂତନ ଚିନ୍ତା ଓ ଆଲୋଚନା ମଧ୍ୟରେ ଦିନଟିକୁ ଅତିବାହିତ କରିବେ। ନିଜ କର୍ମରେ ଅବହେଳା କରିପାରନ୍ତି। ପୂର୍ବରୁ ଆଲୋଚନା କରି ଥିବା ଅନୁଯାୟୀ ବନ୍ଧୁ ଙ୍କ ଠାରୁ ଆପଣଙ୍କ ପ୍ରାପ୍ୟ ଅବଶ୍ୟ ପାଇବେ। ପାରିବାରିକ ସମସ୍ୟାକୁ ସୁଧାରିବାକୁ ଯାଇ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ।

ତୁଳା : କାର୍ଯ୍ୟ ଚାପ ବଢିବ I କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ I ଖର୍ଚ୍ଚର ପରିମାଣ ବୃଦ୍ଧି ପାଇବ I ଧର୍ମ କାର୍ଯ୍ୟରେ ମନ ଲାଗିବ। ମାତା-ପିତାଙ୍କ ଆଶୀର୍ବାଦ ବରଦାନ ସଦୃଶ ହେବ। ପ୍ରତ୍ୟେକ କାମ ପାଇଁ ସମାଧାନର ବାଟ ମିଳିଯିବ।

ବିଛା : ଦିନଟି ଲାଭଦାୟକ ହେବ I ଅବିବାହିତ ମାନଙ୍କ ପାଇଁ ଉତ୍ତମ ଜୀବନସାଥୀ ପାଇଁ ପ୍ରସ୍ତାବ ଆସିବ I ଦୂରସ୍ଥାନ ଭ୍ରମଣ ଯୋଗ ରହିଛି । ସଭାସମିତି, ସଂଗଠନ, ଗବେଷଣା ଓ ପ୍ରତିଯୋଗିତା କ୍ଷେତ୍ରରୁ ଆଶାନୁରୂପ ଫଳ ପାଇବେ ।

ଧନୁ : ଯୋଜନା ମୁତାବକ କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ I କାର୍ଯ୍ୟାଳୟରେ ବାତାବରଣ ଅନୁକୂଳ ରହିବ I ଆଜି ଆପଣଙ୍କୁ କୌଣସି ନିକଟତମ ବନ୍ଧୁ ପରିଜନଙ୍କ ଠାରୁ ଆର୍ଥିକ ସହାୟତା ମିଳିବ। ଆଜି ଆପଣଙ୍କ ଉର୍ଜା ଓ ଭଲ ବ୍ୟବହାର ଯୋଗୁଁ ଆଖ-ପାଖ ଲୋକ ଖୁସି ହେବେ। ଆପଣଙ୍କ ଶକ୍ତିର ସ୍ତର ବଢ଼ିବ। ଲୋକମାନଙ୍କ ଧ୍ୟାନ ଆକର୍ଷିତ କରିବାରେ ସଫଳ ହେବେ। ଉନ୍ନତିର ନୂଆ ମାର୍ଗ ଖୋଲିବ।

ମକର : ଧାର୍ମିକ ଯାତ୍ରାରେ ଯାଇପାରନ୍ତି I ପରିବେଶ ଆନନ୍ଦ ଉଲ୍ଲାସମୟ ରହିବ I ଚାକିରିକ୍ଷେତ୍ରରେ ପଦୋନ୍ନତି ବଢିବ Iଆପଣଙ୍କ ଶକ୍ତିର ସ୍ତର ବଢ଼ିବ। ଲୋକମାନଙ୍କ ଧ୍ୟାନ ଆକର୍ଷିତ କରିବାରେ ସଫଳ ହେବେ। ଉନ୍ନତିର ନୂଆ ମାର୍ଗ ଖୋଲିବ।

କୁମ୍ଭ : ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆଜି ବହୁତ ଭଲ ଦିନ I ଆଜି ଆପଣ ବାହାରେ ଖାଇବା ପିଇବା ଠାରୁ ଦୂରେଇ ରହିବା ଉଚିତ୍ I ବକ୍ତବ୍ୟରେ ସଂଯମତା ଅବଲମ୍ବନ କଲେ ବାଦ ବିବାଦ କୁ ଏଡାଇ ପାରିବେ I ମଧ୍ୟାହ୍ନ ପରେ କିଛି ଖୁସି ହେବ I | ଧାର୍ମିକ କାର୍ଯ୍ୟ ଏବଂ ଧାର୍ମିକ ଭ୍ରମଣରେ ଯାଇପାରନ୍ତି I ଭାଇଭଉଣୀଙ୍କଠାରୁ ଲାଭ ହେବାର ଏକ ସମ୍ଭାବନା ମଧ୍ୟ ଅଛି I ଆର୍ଥିକ ଲାଭ ପାଇବେ I

ମୀନ : ବ୍ୟବସାୟରେ ଅଂଶଗ୍ରହଣ କରି ଆପଣ ଉପକୃତ ହେବେ I ପ୍ରିୟଜନଙ୍କ ସହିତ କିଛି ମନୋରମ ସ୍ଥାନକୁ ଯିବା ପାଇଁ ଏକ କାର୍ଯ୍ୟକ୍ରମ କରିବେ I ଆପଣ ମଧ୍ୟାହ୍ନ ପରେ ପରିସ୍ଥିତିରେ ପରିବର୍ତ୍ତନ ଅନୁଭବ କରିବେ I ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ I କ୍ରୋଧଙ୍କୁ ନିୟନ୍ତ୍ରଣ ରେ ରଖନ୍ତୁ I

Comments are closed, but trackbacks and pingbacks are open.