ଓଡିଶା ଆସି ପଦ୍ମ ଭିକ୍ଷା କରିବେ ହେମାମାଳିନୀ

61

ଓଡିଶାରେ ପ୍ରଚାର କରିବେ ହେମାମାଳିନୀ । ବିଜେପିର ଷ୍ଟାର ପ୍ରଚାରକ ଲିଷ୍ଟରେ ସାମିଲ ହେଲେ ଡ୍ରିମ୍ ଗର୍ଲ ହେମାମାଳିନୀ । ଏଥର ଓଡିଶା ଆସି ପ୍ରଚାର କରିବେ । ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସ୍ଥାନରେ ବିଜେପିର ୪୦ ଜଣିଆ ଷ୍ଟାର ପ୍ରଚାରକରେ ସାମିଲ ହେଲେ ହେମାମାଳିନୀ ।

ପୁଣି ଏକ ବଡ ମାଷ୍ଟର ଷ୍ଟ୍ରୋକ ଖେଳିଛି ବିଜେପି । ବିଜେପିର ୪୦ ଜଣିଆ ଷ୍ଟାର ପ୍ରଚାରକ ଭିତରେ ହେମାମାଳିନୀଙ୍କୁ କଲା ସାମିଲ । ଏବେ ଓଡିଶା ଆସି ଜନସାଧାରଣଙ୍କୁ ଉଦ୍ବୋଧନ ଦେବେ ବଲିଉଡର ଡ୍ରିମ୍ ଗର୍ଲ ହେମାମାଳିନୀ । ବିଜେପି ପ୍ରାର୍ଥୀଙ୍କ ପାଁ କରିବେ ଭୋଟ ଭିକ୍ଷା ।

Comments are closed, but trackbacks and pingbacks are open.