ସ୍ୱାଧୀନତା ଦିବସ ପୂର୍ବରୁ ଦିଲ୍ଲୀରେ ହର ଘର ତିରଙ୍ଗା ବାଇକ୍ ଶୋଭାଯାତ୍ରା
ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ପୂର୍ବରୁ ନୂଆଦିଲ୍ଲୀର ଭାରତ ମଣ୍ଡପମରୁ ଏକ ବିଶାଳ ହର ଘର ତିରଙ୍ଗା ବାଇକ୍ ଶୋଭାଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରାଯାଇଛି। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ, କେନ୍ଦ୍ର ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ, କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ସେଠ୍, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏବଂ ଅନେକ ସାଂସଦ ଏହି ଦେଶାତ୍ମବୋଧକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଜନତାଙ୍କୁ ସମ୍ବୋଧିତ କରି ଗଜେନ୍ଦ୍ର ସିଂହ ଶେଖାୱତ ତ୍ରିରଙ୍ଗାକୁ ଏକ ସମୂହ ଶକ୍ତି ଭାବରେ ଗୁରୁତ୍ୱାରୋପ କରିଥିଲେ, ଯାହା ନାଗରିକମାନଙ୍କୁ ଦେଶ ପାଇଁ ଦିଆଯାଇଥିବା ବଳିଦାନର ସ୍ମୃତିଚାରଣ କରାଇଥାଏ । ସେ କହିଥିଲେ ଯେ, “ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା କଳ୍ପନା କରାଯାଇଥିବା, ଏହି ଅଭିଯାନରୁ-ଉତ୍ସବରେ ପରିଣତ ହୋଇଥିବା କାର୍ଯ୍ୟକ୍ରମ, ବିଶେଷକରି ‘ଅପରେସନ ସିନ୍ଦୂର’ର ସଫଳତା ପରେ ସମଗ୍ର ଦେଶରେ ଏକ ଉତ୍ସାହର ବାତାବରଣ ବ୍ୟାପିଯାଇଛି। କେନ୍ଦ୍ରମନ୍ତ୍ରୀ ତ୍ରିରଙ୍ଗାର ସ୍ଥାୟୀ ପ୍ରତୀକକୁ ଏକତା ଏବଂ ତ୍ୟାଗର ଏକ ସମ୍ମିଳିତ ସମାହାର ଭାବରେ ଗୁରୁତ୍ୱାରୋପ କରିଥିଲେ । ଅପରେସନ୍ ସିନ୍ଦୂର ଦ୍ୱାରା ସୃଷ୍ଟି ହୋଇଥିବା ଗତିରୁ ପ୍ରେରିତ ହୋଇ, ସେ ଉଲ୍ଲେଖ କରିଥିଲେ ଯେ, ଦେଶ ଅତୁଳନୀୟ ଉତ୍ସାହ ଏବଂ ଗର୍ବର ପରିବେଶରେ ଆଚ୍ଛାଦିତ – ସଶସ୍ତ୍ର ବାହିନୀର ବୀରତ୍ୱ ଏବଂ ଭାରତ ପ୍ରତି ଗଭୀର ସାମୂହିକ ଆନ୍ତରିକତା ଉଭୟକୁ ପ୍ରତିଫଳିତ କରୁଛି । ସେ ଉଲ୍ଲେଖ କରିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା କଳ୍ପିତ ଆଧୁନିକ ଅଭିଯାନରୁ ଉତ୍ସବରେ ପରିଣତ ହୋଇଥିବା ‘ହର ଘର ତିରଙ୍ଗା’ ପ୍ରୟାସ ମାଧ୍ୟମରେ କିପରି ଜନଆନ୍ଦୋଳନରେ ପରିଣତ ହୋଇଛି । ଏକ ଗଭୀର ଭାବନା, ଯାହା ଭାରତକୁ ‘ବିକଶିତ ଭାରତ’ହେବା ଦିଗରେ, ସୁନିଶ୍ଚିତ ପଦକ୍ଷେପ ମାଧ୍ୟମରେ ‘ଅମୃତ କାଳ’କୁ ପ୍ରବେଶ କରୁଥିବାବେଳେ ଗଭୀର ଭାବେ ପ୍ରତିଧ୍ୱନିତ ହେଉଛି । ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏକତା ଏବଂ ଗର୍ବର ଭାବନାକୁ ପ୍ରତିଧ୍ୱନିତ କରି କହିଛନ୍ତି: ‘ଭାରତ ମାତା କୀ ଜୟ’ ଧ୍ୱନି ସହିତ, ହଜାର ହଜାର ବାଇକ୍ ଚାଳକ ଆଜି ତ୍ରିରଙ୍ଗା ଧରି ବାହାରିଛନ୍ତି । ଆମର ସାଂସଦଙ୍କଠାରୁ ସେନାବାହିନୀ ପର୍ଯ୍ୟନ୍ତ, ଦେଶପ୍ରେମର ଭାବନା ପରିବେଶକୁ ବିମୋହିତ କରୁଛି । ଏହି ଜାତୀୟ ଉତ୍ସବକୁ ପ୍ରତ୍ୟେକ ଘରେ ପହଞ୍ଚାଇବା ପାଇଁ ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଉଛି ।” ଭାରତୀୟ ପତାକାର ଲହର ଏବଂ “ଭାରତ ମା କୀ ଜୟ” ର ପ୍ରତିଧ୍ୱନିରେ ସୁଶୋଭିତ ଏହି ଶୋଭାଯାତ୍ରା ଏକ ମନୋହର ଏବଂ ଭାବପ୍ରବଣ ଭାବରେ ପ୍ରତିଧ୍ୱନିତ ଯାତ୍ରାର ଦୃଶ୍ୟକୁ ପ୍ରତିପାଦନ କରିଥିଲା – ଜାତୀୟ ରାଜଧାନୀରେ ଦେଶପ୍ରେମ ଏବଂ ଏକତାର ଭାବନାକୁ ପ୍ରକାଶ କରିଥିଲା।
comprar kamagra en ligne
kamagra pas cher par mandat
order enclomiphene canada medicine
cheap enclomiphene lowest price viagra
ordering androxal purchase online safely
purchase androxal price in canada
ordering flexeril cyclobenzaprine uk suppliers
get flexeril cyclobenzaprine usa drugstore
get dutasteride buy safely online
how to buy dutasteride generic uk
discount gabapentin generic name
buy gabapentin cheap in canada
how to order fildena cheap buy online no prescription
how to buy fildena cost per tablet
discount itraconazole generic in united states
cheap itraconazole how to purchase viagra
get staxyn generic pricing
online order staxyn cost new zealand
buying avodart usa pharmacy
online order avodart generic ingredients
xifaxan mail order uk
buying xifaxan uk over the counter
online order rifaximin cheap drugs
ordering rifaximin usa cheap
kanadská lékárna tht prodává kamagra vyrobené v indii
kanadská online lékárna kamagra