ଗାଜା ଗୁଳିକାଣ୍ଡରେ ୧୪୬ଜଣ ମୃତ…

189

ଇସ୍ରାଏଲ ଗାଜା ଉପରେ ଏକ ବଡ଼ ହମଲା କରିଛି, ଯେଉଁଥିରେ ଗାଜାର ଶହେରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୪୫୯ରୁ ଅଧିକ ଆହତ ହୋଇଛନ୍ତି। ଏୟାର ଷ୍ଟ୍ରାଇକ୍ କରି ଘନଘନ ବୋମା ବର୍ଷା କରୁଛି ଆଇଡିଏଫ । ଗତ ୨୪ ଘଣ୍ଟାରେ ଇସ୍ରାଏଲର ହମଲାରେ ୧୪୬ଜଣ ପାଲେଷ୍ଟାୟୀନ ପ୍ରାଣ ହରାଇଛନ୍ତି । ସେହିପରି ଅନେକ ଲୋକ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ରହିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟପ୍ରାଚ୍ୟ ଗସ୍ତ ସମାପ୍ତ ହେବାପରେ ଇସ୍ରାଏଲ ସେନା ଗାଜା ଉପରେ ଜୋରଦାର ପ୍ରହାର କରିଛି ।

Comments are closed, but trackbacks and pingbacks are open.