ଫୁଡ୍ ସେଫ୍ଟି ଟିମ୍‌ର ଅଚାନକ ଚଢ଼ାଉ: ସିଲ୍ ହେଲା ହୋଟେଲ୍

217

ଭୁବନେଶ୍ବର: କଟକ ମଙ୍ଗଳାବାଗ ମେଡିକାଲ ରୋଡ୍‌ରେ ରାସ୍ତା କଡ଼ରେ ଥିବା ବିଭିନ୍ନ ହୋଟେଲ ଗୁଡ଼ିକରେ ଚଢ଼ାଉ କରାଯାଇଛି । କଟକ ମହାନଗର ନିଗମର ଫୁଡ୍ ସେଫ୍ଟି ଟିମ୍ ଅଚାନକ ଚଢ଼ାଉ କରିଛି । ଏହି ଚଢ଼ାଉ ବେଳେ ଦୁଇଟି ହୋଟେଲ୍ ସିଲ୍ ହୋଇଛି । ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତ କରୁଥିବା ଦୁଇଟି ହୋଟେଲକୁ ସିଲ୍ କରାଯାଇଛି ।
 

Comments are closed, but trackbacks and pingbacks are open.