ରାଉରକେଲା ଭାରତ ବଜାରରେ ଅଗ୍ନିକାଣ୍ଡ

123

ରାଉରକେଲା: ଗତକାଲି ରାତି ପ୍ରାୟ ତିନିଟାରେ ରାଉରକେଲାର ବେଦବ୍ୟାସ ଜାତୀୟ ରାଜପଥ ପାର୍ଶ୍ଵରେ ଥିବା ଭାରତ ବଜାର ନିଆଁ ଲାଗିଥିଲା ଏହାଫଳରେ ତଳ ମହଲା ସମ୍ପୂର୍ଣ୍ଣ ଜଳିଯାଇଛି।

ଅଗ୍ନିକାଣ୍ଡ କାରଣ ଅସ୍ପଷ୍ଟ ରହିଛି। ରାଉରକେଲା ଓ ପାନପୋଷ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ କାବୁ କରିବାରୁ ଉପର ମହଲାର କିଛି କ୍ଷୟକ୍ଷତି ହୋଇନି।

ଅଗ୍ନିକାଣ୍ଡରେ ତଳ ମହଲରେ ସମସ୍ତ ରାସନ ଓ ଷ୍ଟେସନାରୀ ସାମଗ୍ରୀ ଜଳିପୋଡ଼ି ପାଉଁଶ ହୋଇଯାଇଛି।

Comments are closed, but trackbacks and pingbacks are open.