ଫିଲ୍ମ ନିର୍ଦ୍ଦେଶକ କେ. ବିଶ୍ୱାନାଥଙ୍କ ପରଲୋକ

23

ବର୍ଷିୟାନ ଫିଲ୍ମ ନିର୍ମାତା, ନିର୍ଦ୍ଦେଶକ, ସ୍କ୍ରିନ୍‌ପ୍ଲେ ରାଇଟର ତଥା ଅଭିନେତା କାଶିନାଧୁନି ବିଶ୍ୱନାଥଙ୍କର ପରଲୋକ ହୋଇଛି । ଗତକାଲି ମଧ୍ୟ ରାତ୍ରୀରେ ଏକ ଘରୋଇ ହସ୍‌ପିଟାଲ୍‌ରେ ଚିକିତ୍ସିତ ଅବସ୍ତାରେ ତାଙ୍କର ବିୟୋଗ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା ।

ବୟସାଧିକ କାରଣରୁ ସେ ଅନେକ ସମୟରେ ରୋଗାକ୍ରାନ୍ତ ହେଉଥିଲେ । ଦାଦା ସାହେବ ଫାଲ୍‌କା ପୁରସ୍କାର ବିଜେତା କେ. ବିଶ୍ୱାନାଥଙ୍କୁ ଲୋକେ କାଲାତପସ୍‌ବୀ ନାମରେ ଅଧିକ ଜାଣିଥିଲେ ।

ନିର୍ଦ୍ଦେଶନା ସହ ସେ ଅଭିନୟରେ ମଧ୍ୟ ସେ ତାଙ୍କ ଯାଦୁ ଦେଖାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ ଶୋକବାର୍ତ୍ତା ଦେଇଛନ୍ତ ।

Comments are closed, but trackbacks and pingbacks are open.