ମର୍ମନ୍ତୁଦ ସଡକ ଦୁର୍ଘଟଣା ରେ ବାପ ଝିଅ ଙ୍କ ମୃତ୍ୟୁ

144

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ବାପ ଝିଅ ଙ୍କ ଜୀବନ। ଆଜି ସମ୍ବଲପୁର ୫୩ ନମ୍ବର ଜାତୀୟ ରାଜପଥ ବୈଜାମୁଣ୍ଡା ଛକ ରେ ଘଟିଛି ଏହି ଦୁର୍ଘଟଣା। ବାଇକ ରେ ତିନିଜଣ ଯାଉଥିବା ସମୟରେ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା I ଅନ୍ୟଜଣେ ଛିଟିକି ପଡି ଗୁରୁତ୍ତର ହୋଇଥିବା ବେଳେ ଘଟଣା ସ୍ଥଳରେ ବାପ ଝିଅ ଙ୍କ ମୃତ୍ୟୁ ହୋଇଛି I ଗୁରୁତରଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିଛି।ହୋଇଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି

Comments are closed, but trackbacks and pingbacks are open.