ଦିଲ୍ଲୀରୁ ନକଲି ସିବିଆଇ ଯୁଗ୍ମ ନିର୍ଦ୍ଦେଶକ ଗିରଫ

28

ନୂଆଦିଲ୍ଲୀ: ସିବିଅଇ ଅଧିକାରୀମାନେ ସୋମବାର ତାମିଲନାଡୁ ହାଉସ ସମ୍ମୁଖରୁ ନିଜକୁ ନକଲି ସିବିଆଇ ଯୁଗ୍ମ ନିର୍ଦ୍ଦେଶକ ବୋଲାଉଥିବା ଜଣେ ବ୍ୟକ୍ତିକୁ ଗିରଫ କରିଥିବା ଜଣାପଡିଛି । କେ.ଶ୍ରୀନିବାସ ରାଓ ନାମକ ଏହି ବ୍ୟକ୍ତି ବିଶାଖାପାଟଣା ନିବାସୀ ହୋଇଥିବାବେଳେ ନିଜକୁ ବରିଷ୍ଠ ଆଇପିଏସ୍ ଅଫିସର ଏବଂ ବର୍ତ୍ତମାନ ସିବିଆଇ ଯୁଗ୍ମ ନିର୍ଦ୍ଦେଶକ ପଦରେ କାର୍ଯ୍ୟରତ ବୋଲି ପରିଚୟ ଦେଇ ବିଭିନ୍ନ ଲୋକଙ୍କୁ ଠକିଥିବା ଜାଣିବାକୁ ମିଳିଛି । ନଭେମ୍ବର ୨୨ରେ ଦିଲ୍ଲୀରେ ପହଞ୍ଚିବା ପରଠାରୁ ସେ ୬ ଜଣଙ୍କୁ ଠକିସାରିଛି ।

Comments are closed, but trackbacks and pingbacks are open.