ଭୋଟ ଗ୍ରହଣ ସମୟରେ ସାନଖେମୁଣ୍ଡିରେ ଉତ୍ତେଜନା

49

ଗଞ୍ଜାମ ଜିଲ୍ଲା କେ ନୂଆଗାଁ ଥାନା ଚିକିଟି NAC ଭୋଟ ଗ୍ରହଣ ସମୟରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ । ଚିକିଟି ମୁଖ୍ୟ ରାସ୍ତା ନିକଟରେ ଥିବା ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ଏହି ଗଣ୍ଡଗୋଳ ହୋଇଛି । ଦୁଇ ଗୋଷ୍ଠୀର ସଦସ୍ୟ ଗାଡି ଭଙ୍ଗାରୁଜା କରିଛନ୍ତି ।
ଘଟଣା ସ୍ଥଳରେ ଅତିରିକ୍ତ ଏସ୍ପି ରମେଶ ସେଠୀ, ଚିକିଟି ଏସଡିପିଓ କୃଷ୍ଣଚନ୍ଦ୍ର ଭୋତ୍ର, କେ ନୂଆଗାଁ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ସ୍ୱାଇଁଙ୍କ ସମେତ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

Comments are closed, but trackbacks and pingbacks are open.