ବୁଧ ଙ୍କର ଗୋଚର ଯୋଗ ହେତୁ ଆଜିଠାରୁ ଏହି ୫ ରାଶିଙ୍କର ଆରମ୍ଭ ହେଲା ଶୁଭ ଦିନ, କ୍ୟାରିଅରରେ ମିଳିବ ସଫଳତା ସହିତ ହେବ ଆର୍ଥିକ ଉନ୍ନତି

21

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହ ଙ୍କୁ ବୁଦ୍ଧି, ତର୍କ, ସଂଳାପ, ବ୍ୟବସାୟର କାରକ ଗ୍ରହ ଭାବେ ପରିଗଣିତ ହୋଇଥାନ୍ତି Iବୁଧ ଗ୍ରହ ଆଜି ଅର୍ଥାତ୍ ୬ ମାର୍ଚ୍ଚ ୨୦୨୨ରେ ନିଜ ରାଶି ପରିବର୍ତ୍ତନ କରି କୁମ୍ଭ ରାଶିରେ ରେ ପ୍ରବେଶ କରୁଛନ୍ତି , ଯାହାଫଳରେ ତାଙ୍କ ଗୋଚର ରାଶି ର ପ୍ରଭାବ ଏହି ୫ ଟି ରାଶି ଉପରେ ପଡିବ I ଏହି ସମୟରେ ବୁଧଙ୍କ କୃପାରୁ ଏହି ରାଶିର ଲୋକମାନଙ୍କୁ ଆର୍ଥିକ ଉନ୍ନତି ମିଳିବା ସହ କ୍ୟାରିଅରରେ ବଡ଼ ସଫଳତା ପାଇବାର ଯୋଗ ରହିଛି । ଆସନ୍ତୁ ଜାଣିବା ସେହି ୫ଟି ରାଶି ବିଷୟରେ:

ଏହି ଲୋକମାନଙ୍କର ଭାଗ୍ୟ ଉଜ୍ଜ୍ୱଳ ହେବ I
ମେଷ – ମେଷ ରାଶିର ଲୋକମାନେ ଆର୍ଥିକ ସ୍ତରରେ ଉପକୃତ ହେବେ I ଆର୍ଥିକ ସ୍ଥିତି ସୁଦୃଢ । ବ୍ୟବସାୟରେ ଲାଭ ବୃଦ୍ଧି ପାଇବ I ସାହସ ଏବଂ ଶକ୍ତି ବୃଦ୍ଧି ପାଇବ I ସମ୍ମାନ ପାଇବେ I ଭାଗ୍ୟ ଆପଣଙ୍କୁ ପ୍ରତ୍ୟେକ କାର୍ଯ୍ୟରେ ସାହାଯ୍ୟ କରିବ Iଉଭୟ ଚାକିରି ଏବଂ ବ୍ୟବସାୟ ଦୃଷ୍ଟିରୁ ଏହି ସମୟ ଅତ୍ୟନ୍ତ ଶୁଭ ଅଟେ I ପାରିବାରିକ ଜୀବନ ସୁଖମୟ ହେବ I

ମିଥୁନ – ବୁଧ ଗ୍ରହ ଙ୍କ ଗୋଚର ହେତୁ ମିଥୁନ ରାଶିର ଲୋକଙ୍କ ପାଇଁ ଚାକିରି-ବ୍ୟବସାୟରେ ଅନେକ ଲାଭ ଦେବ । ପ୍ରତିଷ୍ଠା ବଢ଼ିବ । ବୈବାହିକ ଜୀବନ ସୁଖମୟ ହେବ । ଏହି ସମୟରେ କରାଯାଇଥିବା କାର୍ଯ୍ୟରେ ସଫଳତା ମିଳିବ । ଆପଣ ଏକ ନୂଆ ଚାକିରିର ଅଫର୍ ପାଇବେ । ପଦୋନ୍ନତି-ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଯେଉଁମାନେ ଏକ ନୂଆ କାମ ଆରମ୍ଭ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହା ଭଲ ସମୟ ।

ବିଛା :ବିଛା ରାଶିର ଲୋକମାନଙ୍କ କ୍ୟାରିଅରରେ ଜବରଦସ୍ତ ଫାଇଦା ହେବ । ବେରୋଜଗାର ଲୋକ ଓ ନୂଆ ଚାକିରି ଖୋଜୁଥିବା ଲୋକଙ୍କ ଅପେକ୍ଷା ଶେଷ ହେବ । ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ଟଙ୍କା ଲାଭର ଯୋଗ ରହିଛି । ନିବେଶ ପାଇଁ ସମୟ ଭଲ ରହିଛି ।

ଧନୁ :ଧନୁ ରାଶିର ବ୍ୟକ୍ତି ଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହେବ । ଆର୍ଥିକ ପ୍ରଗତି ପାଇଁ ନୂଆ ରାସ୍ତା ଦେଖାଦେବ । ଆୟ ବୃଦ୍ଧି ପାଇବ । କ୍ୟାରିୟରରେ ସଫଳତା ଓ ସମ୍ମାନ ମିଳିବ । ଏହି ସମୟରେ ଆପଣଙ୍କର ଅଟକି ଯାଇଥିବା କାମ ସମ୍ପୂର୍ଣ୍ଣ ହେବ ।

ମୀନ : ମୀନ ରାଶିର ଲୋକଙ୍କ ପାଇଁ ସମୟ ବରଦାନ ସଦୃଶ୍ୟ ପ୍ରମାଣିତ ହେବ । ଚାକିରିରେ ପ୍ରମୋସନ ସହିତ , ଇନକ୍ରିମେଣ୍ଟ ବା ବଡ଼ ସଫଳତା ମିଳିବାର ସମ୍ଭାବନା ରହିଛି । ପାରିବାରିକ ଜୀବନ ଭଲ ରହିବ । ଆର୍ଥିକ ସ୍ଥିତି ସୁଦୃଢ଼ ହେବ ।

Comments are closed, but trackbacks and pingbacks are open.