DSP ପାହ୍ୟାକୁ ପଦୋନ୍ନତି ପାଇଲେ ୫୯ ପୋଲିସ ଇନ୍ସପେକ୍ଟର

19

ରାଜ୍ୟ ପୋଲିସ ବିଭାଗରେ କାର୍ଯ୍ୟରତ ୫୯ ଜଣ ଇନ୍ସପେକ୍ଟର ଡିଏସପି ପାହ୍ୟାକୁ ପ୍ରମୋସନ ପାଇଛନ୍ତି । ଏହି ତାଲିକାରେ ଅଛନ୍ତି ଜୟନାରାୟଣ ପଟେଲ, ହୃଦାନନ୍ଦ ବେହେରା, ଶ୍ରୀନିବାସ ସାମଲ, ସୁଶାନ୍ତ କୁମାର ତଉଡ଼ିଆ, ହେମନ୍ତ ରାଓ, ଗୌରାଙ୍ଗ ଚରଣ ସାହୁ, ଚନ୍ଦ୍ର ଶେଖର ଶବର, ହିମାଂଶୁ ଭୂଷଣ ସ୍ୱାଇଁ, ଅକ୍ଷୟ କୁମାର ନାୟକ, ପ୍ରଦୀପ କୁମାର ଦାସ, କ୍ଷମାସାଗର ପଣ୍ଡା, କୁମାରୀ ଅସ୍ମିତା ପରମିତା, କଳ୍ପନା ସାହୁ, କମଳ କୁମାର ପଣ୍ଡା, ଅମିତାଭ ମହାପାତ୍ର, ଅଭିନବ ଡାଳୁଆ, ରତ୍ନପ୍ରଭା ଶତପଥୀ, ମାନସ ରଞ୍ଜନ ଦାସ, ସଞ୍ଜୟ କୁମାର ପଟ୍ଟନାୟକ, ପ୍ରେମାନନ୍ଦ ଲେଙ୍କା, ଦେବୀ ପ୍ରସାଦ ପାତ୍ର, ପ୍ରଦୀପ କୁମାର ରାଉତ, ସାରଦା ପ୍ରସନ୍ନ ପ୍ରଧାନ, ସସ୍ମିତା ବାରିକ, ସୋମନାଥ ବାରିକ, ମନୋରଞ୍ଜନ ଚୌଧୁରୀ, ବିଶ୍ୱଜିତ ମହାନ୍ତି, ମିନତି ବିଶ୍ୱାଳ, ଭାଗ୍ୟଲକ୍ଷ୍ମୀ ପୁହାଣ, ଅମୃତା ନନ୍ଦିନୀ ମହାନ୍ତି, ତିଳୋତ୍ତମା ରାଉତ, ରୀନ ସେଠୀ, କାଳନ୍ଦୀ ବେହେରା, ପୁଲଷ୍ଟି ଛତ୍ରିଆ, ପ୍ରଶାନ୍ତ କୁମାର ବେହେରା, ସୁବ୍ରତ କୁମାର ମଲ୍ଲିକ, ସୁମିତ୍ରା ଜେନା, ବିଶ୍ୱରଞ୍ଜନ ସେନାପତି, ବୈକୁଣ୍ଠ ବିହାରୀ ସେଠ, ରମାକାନ୍ତ ମହାଳିକ, କହ୍ନାଇ ଚରଣ ସେଠୀ, ରେଣୁକା ସୁନା, ଦ୍ରୌପଦୀ ଦାସ, ରମାକାନ୍ତ ଜେନା, ଦିନବନ୍ଧୁ ବେହେରା, ସ୍ମିତା ମଞ୍ଜରୀ ମଲ୍ଲିକ, ଜୟନ୍ତ ଦଳାଇ, ଦୀପ୍ତିମୟୀ ମଲ୍ଲିକ, ମୁକ୍ତି କୁମାର କୁଲ୍ଲୁ, ଝେଲମ୍ ଜେନା, ବିଜୟ କୁମାର ଓରାମ, ଦୁର୍ଗା ମାଧବ ପ୍ରଧାନ, ଅର୍ପିତା ଖଟୁଆ, ଶୁଭେନ୍ଦୁ କୁମାର ସବର, ଆଲମ ଲାକ୍ରା, ସୁନିତା ସେସ୍, ସଂଯୁକ୍ତା ବରାଳ, ତପସ୍ୱିନୀ କହଁର, ବିପିନ ବିହାରୀ ମେହେର ପ୍ରମୁଖ । ତେବେ ପ୍ରମୋସନ ପାଇଥିବା ଅଧିକାରୀମାନେ କେଉଁ ଜିଲ୍ଲାରେ ନିଯୁକ୍ତି ପାଇବେ ସେନେଇ ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।

Leave A Reply

Your email address will not be published.