ଯୌତୁକ ନିର୍ଯାତନା: ଝୁଲିପଡ଼ିଲେ ନବବଧୂ

1,457

ଭୁବନେଶ୍ବର: ରାଜଧାନୀର ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଜଣେ ନବବଧୂ ଯୌତୁକ ନିର୍ଯାତନା ସହି ନ ପାରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଶାଶୂଘର ଲୋକଙ୍କ ନିର୍ଯାତନା ସହି ନପାରି ବିବାହର ୬ ମାସ ନପୁରୁଣୁ ଝିଅ ଝୁଲିପଡିଲେ ବୋଲି ମୃତ ତୃପ୍ରିମାଳାଙ୍କ ମାଆ କହିଛନ୍ତି। ସୂଚନା ଅନୁଯାୟୀ, ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ୍ ଜାକେଲା ଗାଁର ପଦିଆ ନାୟକଙ୍କ ପୁଅ ବିକ୍ରମ ନାୟକଙ୍କ ସହ ଗତ ଫେବୃଆରୀ ମାସରେ ତୃପ୍ତିମାଳା ନାୟକଙ୍କର ବିବାହ ହୋଇଥିଲା । ତୃପ୍ତି ଭୁବନେଶ୍ୱର ଅନ୍ଧାରୁଆ ଅଞ୍ଚଳର ଧୀରୁକୁଟୀ ବସ୍ତିରେ ଥିବା ଶାଶୂଘରେ ରହୁଥିଲେ । ଶନିବାର ରାତିରେ ଶାଶୂଘର ଲୋକ ତୃପ୍ତିଙ୍କ ଘରକୁ ଫୋନ୍ କରି ତୃପ୍ତିମାଳା ରଶି ଲଗେଇ ଦେଇଛି ବୋଲି ସୂଚନା ଦେଇଥିଲେ । କୌଣସି କାରଣ ନଥାଇ ତୃପ୍ତି କାହିଁକି ଆତ୍ମହତ୍ୟା କଲେ ବୋଲି ପ୍ରଶ୍ନ କରିଥିଲେ ପରିବାର । ଏହା ପରେ ତୃପ୍ତିମାଳାଙ୍କ ପରିବାର ମଞ୍ଚେଶ୍ୱର ଥାନାରେ ଏତଲା ଦେଇଛନ୍ତି । ଏହାଛଡ଼ା ବାହାଘର ପରଠାରୁ ତୃପ୍ତିଙ୍କ ଶାଶୂଘର ଲୋକ ତାଙ୍କୁ ଯୌତୁକ ନିର୍ଯାତନା ଦେଇଆସୁଥିଲେ ବୋଲି ମିଡିଆ ସାମ୍ନାରେ ଅଭିଯୋଗ ଆଣିଛନ୍ତି ମୃତ ତୃପ୍ତିମାଳାଙ୍କ ବାପା-ମାଆ। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ମଞ୍ଚେଶ୍ୱର ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

13 Comments
  1. medicament kamagra prescrire eu medicament

    acheter kamagra generique

  2. get enclomiphene cost without insurance

    order enclomiphene buy germany

  3. cheapest buy androxal generic canada

    discount androxal price dubai

  4. how to buy dutasteride usa online pharmacy

    dutasteride on line cash on delivery

  5. buy cheap flexeril cyclobenzaprine generic available

    compare flexeril cyclobenzaprine prices at major pharmacys

  6. purchase gabapentin canada how to buy

    discount gabapentin generic sale

  7. cheapest price for generic fildena without prescription

    does fildena really work

  8. cheapest buy staxyn uk generic

    order staxyn uk generic

  9. purchase itraconazole safely online

    order itraconazole generic uk buy

  10. how to buy avodart usa drugstore

    buying avodart cheap online no prescription

  11. cheap rifaximin purchase online uk

    cheap rifaximin buy sydney

  12. how to order xifaxan buy adelaide

    get xifaxan uk delivery

  13. koupit kamagra z kanady

    poštovní objednávka kamagra

Comments are closed, but trackbacks and pingbacks are open.