ଚେସରେ ବିଶ୍ବ ବିଜେତା ହେଲେ ଦିବ୍ୟା ଦେଶମୁଖ: ଅଭିନନ୍ଦନ ଜଣାଇଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

158

ଭୁବନେଶ୍ଵର: ଫିଡେ ଚେସ ମହିଳା ବିଶ୍ବକପ୍ ଫାଇନାଲରେ ଚାମ୍ପିୟନ ହୋଇଥିବା ଦିବ୍ୟା ଦେଶମୁଖ ଓ ଉପବିଜେତା କୋନେରୁ ହାମ୍ପିଙ୍କୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି ଅଭିନନ୍ଦନ ଜଣାଇଛନ୍ତି। ଏହି ସଫଳତା ଭାରତୀୟ ଚେସ ପାଇଁ ଗର୍ବର ବିଷୟ ବୋଲି ସେ କହିବା ସହ ସେମାନଙ୍କ ସଫଳତା କାମନା କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ ଜଣାଇ ଏହି ଐତିହାସିକ ବିଜୟ ଭାରତୀୟ ଚେସ ପାଇଁ ଏକ ମାଇଲଖୁଣ୍ଟ ହୋଇପାରିଛି ବୋଲି କହିଛନ୍ତି।

Comments are closed, but trackbacks and pingbacks are open.