ପୁରୀ : ୧୮-୧୨ : ପ୍ରଦୀପ ସେବା ଟ୍ରଷ୍ଟ ତରଫରୁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ I ମିଶନ ଜଗନ୍ନାଥ ଧାମ ନାମରେ ପୁରୀ ମାଉସୀମା ମନ୍ଦିର ଓ ରେଳ ଷ୍ଟେସନ ନିକଟରେ ଥିବା ଗରିବ,ଅସହାୟ ମାନଙ୍କୁ କମଳ,ଶୀତବସ୍ତ୍ର ବଣ୍ଟନ,କରାଯାଇଛି I

ଏଥିରେ ଟ୍ରଷ୍ଟ ପରିବାର ତରଫରୁ ସ୍ୱାଗତିକା ରାଓ,ସ୍ନେହାଞ୍ଜଳି ସେଠି,କୋଶଲ୍ୟା ସାହୁ,ପ୍ରଦୀପ ପ୍ରଧାନ ପ୍ରମୁଖ ଯୋଗ ଦେଇଥିବା ବେଳେ ଟ୍ରଷ୍ଟ ର ପ୍ରତିଷ୍ଠାତା ପ୍ରଦୀପ କୁମାର ପୃଷ୍ଟି ପରିଚାଳନା କରିଥିଲେ ଏବଂ ଟ୍ରଷ୍ଟ ର ସଭାପତି ଶରତ ଚନ୍ଦ୍ର ମଲ୍ଲ ଉତ୍ସାହିତ କରିଥିଲେ ।
Comments are closed, but trackbacks and pingbacks are open.