ଟେକ୍ନୋ ଇଣ୍ଡିଆ ଗ୍ରୁପର କର୍ପୋରେଟ ଯୋଗାଯୋଗ ମୁଖ୍ୟଙ୍କ ସହ ଆଲୋଚନା କଲେ ଉପମୁଖ୍ୟମନ୍ତ୍ରୀ

105

ଭୁବନେଶ୍ଵର: ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଟେକ୍ନୋ ଇଣ୍ଡିଆ ଗ୍ରୁପର କର୍ପୋରେଟ ଯୋଗାଯୋଗ ମୁଖ୍ୟ ବୋଧିସତ୍ୱ ମୁଖାର୍ଜୀଙ୍କ ସହ ଲୋକସେବା ଭବନରେ ଆଲୋଚନା କରିଛନ୍ତି। ଶିଳ୍ପ, ଶିକ୍ଷା, ପ୍ରଶାସନ ଭଳି କ୍ଷେତ୍ରରେ ରଣନୀତିକ ଯୋଗାଯୋଗର ଗୁରୁତ୍ୱ ଏବଂ ଭାରତର ନବୋନ୍ମେଷ ପରିଦୃଶ୍ୟରେ ଶିକ୍ଷାନୁଷ୍ଠାନଗୁଡିକର ଭୂମିକା ନେଇ ଉଭୟ ଆଲୋଚନା କରିଛନ୍ତି।

Comments are closed, but trackbacks and pingbacks are open.