ଆଫଗାନିସ୍ତାନ ରେ ଗଣତନ୍ତ୍ର ଶାସନ ସମ୍ଭବ ନୁହେଁ :ତାଲିବାନ

37

ଆଫଗାନିସ୍ଥାନ ରେ କ୍ଷମତା କୁ ଅକ୍ତିଆର କରିସାରିବା ପରେ ,ତାଲିବାନ କହିଛି ଯେ ବର୍ତ୍ତମାନ କାଉନସେଲିଂ ଦ୍ୱାରା ଶାସନ ଚଲେଇବ I ତାଲିବାନ ଏବେ ଆଫଗାନିସ୍ତାନ ର ସରକାରୀ ନେତା ସେନା ଏବଂ କର୍ମଚାରୀ ମାନଙ୍କ ସହିତ ଚର୍ଚା ଜାରି ରଖିଛି ଇ ଏବଂ ନୂଆ ସରକାର ର ଫ୍ରେମୱାର୍କ ଉପରେ କାମ କରାଯିବ I ଏକ ସମାଚାର ଏଜେନ୍ସି କୁ ସାକ୍ଷାତ୍କାର ଦେଇ ଜଣେ ତାଲିବାନ ନେତା ଏହା କହିଛନ୍ତି I ସେ ଏହା ସ୍ପଷ୍ଟ କରି କହିଛନ୍ତି କି ଆଫଗାନିସ୍ତାନ ରେ କଦାପି ଗଣତନ୍ତ୍ର ର ଶାସନ ଚାଲିବ ନାହିଁ କାରଣ ଆଫଗାନିସ୍ତାନ ରେ ଗଣତନ୍ତ୍ର ର ମୂଳଦୁଆ ପଡ଼ିନାହିଁ I ତାଲିବାନ ଆହୁରି ମଧ୍ୟ କହିଛି ଯେ ଆମ ସରକାର ରେ ସମସ୍ତଙ୍କୁ ସୁରକ୍ଷା ଦିଆଯିବ କାହାରି ଉପରେ ପ୍ରତିଶୋଧ ନିଆଯିବ ନାହିଁ ମହିଳା ଏବଂ ଶିଶୁ ମାନଙ୍କ ସୁରକ୍ଷା କୁ ପ୍ରାଥମିକତା ଦିଆଯିବ I

Leave A Reply

Your email address will not be published.