ନୂଆଦିଲ୍ଲୀ: ଆଇପିଏଲ୍ 2025 ର 24 ତମ ମ୍ୟାଚ୍ ଆଜି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ। ଏହି ଉଭୟ ଦଳ ବର୍ତ୍ତମାନ ପଏଣ୍ଟ ଟେବୁଲର ଟପ୍ -4 ରେ ଅଛି। ଗୋଟିଏ ପଟେ ଦିଲ୍ଲୀ 6 ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଆରସିବି ସମାନ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି। ଗୋଟିଏ ପଟେ ଦିଲ୍ଲୀ ବିଜୟର ହ୍ୟାଟ୍ରିକ୍ ହାସଲ କରିଥିବାବେଳେ ବେଙ୍ଗାଲୁରୁ ମଧ୍ୟ ଏହାର ବିଜୟ ଧାରା ବଜାୟ ରଖିବାକୁ ଚାହୁଁଛି। ତେବେ ଆସନ୍ତୁ ଜାଣିବା ଦିଲ୍ଲୀ-ବେଙ୍ଗାଲୁରୁ ମ୍ୟାଚରେ ଉଭୟ ଦଳର ସମ୍ଭାବ୍ୟ ଖେଳାଳି ଏକାଦଶ କ’ଣ ଏବଂ ଆଜି କାହାର ପଲ୍ଲା ଭାରି ରହିବ?
Comments are closed, but trackbacks and pingbacks are open.