ନରାଜ ବ୍ୟାରେଜରୁ ମୃତ ନବଜାତ ଶିଶୁ ଉଦ୍ଧାର

229

ଭୁବନେଶ୍ବର: ନରାଜ ବ୍ରିଜ୍‌ରୁ ନବଜାତକ ମୃତଦେହ ଉଦ୍ଧାର । କଟକ ନରାଜ ବ୍ରିଜ୍‌ ତଳେ ଅଟକି ରହିଥିବା ବେଳେ ନବଜାତକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ତେବେ ଏଭଳି ଭାବେ ନବଜାତକକୁ କିଏ ଓ କାହିଁକି ଫୋପାଡି ଦେଇଛି ତାହାକୁ ନେଇ ପ୍ରଶ୍ନ ଉଠିଛି । ବ୍ୟାରେଜ ତଳେ ଫିଙ୍ଗିବା ବେଳେ ପାଣିରେ ନପଡି ବ୍ରିଜ୍‌ ଉପରେ ଅଟକି ଯାଇଥିଲା ନବଜାତକ । ଏହି ସମୟରେ ତା’ର ମୃତ୍ୟୁ ହୋଇଛି । ଏହାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି ।
 

Comments are closed, but trackbacks and pingbacks are open.