ଦୀପାବଳି ଫେଶନ

35

ଆଲୋକ ତଥା ଆନନ୍ଦର ପର୍ବ ଦୀପାବଳିରେ ମହିଳାମାନେ ପାରମ୍ପରିକ ବେଶଭୂଷାରେ ନଜର ଆସନ୍ତି । ଏହି ଅବସରରେ ନିଆରା ତଥା ଅନ୍ୟମାନଙ୍କଠାରୁ ଭିନ୍ନ ଦେଖାଯିବାକୁ ଚାହୁଁଥିଲେ, ଅଲଗା ଅଲଗା ରଙ୍ଗ ଡ୍ରେସ୍ ପିନ୍ଧନ୍ତୁ ।

  • ସବୁଜ ରଙ୍ଗ ଲେହେଙ୍ଗାରେ ଆକର୍ଷଣୀୟ ଲୁକ୍ ମିଳିଥାଏ । ଏହି ରଙ୍ଗ ସହ ଗହଣା ଓ ସୁନ୍ଦର ମେକଅପ୍ ନିଅନ୍ତୁ ।
  • କିଛି ନିଆରା ଲୁକ୍ ଚାହୁଁଥିଲେ, ଧୂସର ରଙ୍ଗ ଆଉଟ୍‌ଫିଟ୍ ପିନ୍ଧନ୍ତୁ । ଏଥିରେ ନ୍ୟୁଡ୍ ମେକ୍‌ଅପ୍ ନିଅନ୍ତୁ । ବିନ୍ଦି ଓ ଗଜରା ଲଗାନ୍ତୁ ।
  • ଆଧୁନିକ ଲୁକ୍ ପାଇବା ପାଇଁ ଧଳା ସିଫନ୍ ଶାଢ଼ି ଓ ହାଲକା ମେକ୍‌ଅପ୍ ସହ ଗଜରା ଲଗାନ୍ତୁ । ପାରମ୍ପରିକ ଲୁକ୍ ମିଳିଥାଏ ।
  • ନୀଳ ରଙ୍ଗ ଅନାରକଲିରେ ବି ନିଆରା ଲୁକ୍ ମିଳିଥାଏ । ଏହା ସହ ଭାରି ଗହଣା ପିନ୍ଧିନ୍ତୁ ।
  • ଇଣ୍ଡୋ-ୱେଷ୍ଟର୍ଣ୍ଣ ଲୁକ୍ ପାଇବା ପାଇଁ ଗୋଲାପି ରଙ୍ଗର କୁର୍ତ୍ତା ଓ ଲେହେଙ୍ଗା ପିନ୍ଧିପାରିବେ । ଚାହିଁଲେ ଗୋଲାପି ସ୍କର୍ଟ ଓ ଟପ୍ ପିନ୍ଧିପାରିବେ ।

Comments are closed, but trackbacks and pingbacks are open.