ଦୈନିକ ଭାଗ୍ୟଫଳ

18

ରାଶିଫଳ :୦୬-୦୫-୨୦୨୩ ଶନିବାର : ଆଜି ଚନ୍ଦ୍ର ତୁଳା ରାଶିରେ , ମିଥୁନରେ ମଙ୍ଗଳ, ସୂର୍ଯ୍ୟ, ବୃହସ୍ପତି ଏବଂ ବୁଧରେ ବୁଧ ଗ୍ରହ ଅବସ୍ଥାନ କରୁଛନ୍ତି I ତୁଳା ରାଶିର ବ୍ୟକ୍ତିମାନଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ହେବ I ମେଷରାଶିର ବ୍ୟକ୍ତିମାନଙ୍କର ବ୍ୟବସାୟରେ ଉନ୍ନତି ,କର୍କଟ ଓ ମକର ବିଦ୍ୟାର୍ଥିମାନେ ଚାକିରୀରେ ନୂତନ ସୁଯୋଗ ପାଇବେ I ଆସନ୍ତୁ ଜାଣିବା ଅନ୍ୟ ରାଶି ମାନଙ୍କ ବିଷୟରେ :

ମେଷ : ଆର୍ଥିକ ଲାଭ ବ୍ୟବସାୟରେ ଉନ୍ନତି, ବିଦ୍ୟାର୍ଥିମାନେ ସଫଳତା ପାଇବେ I ପିଲାମାନଙ୍କ କ୍ୟାରିୟରକୁ ନନେଇ ଟେନସନ ଲାଗିରହିବ I ଶ୍ରୀ ସୁକ୍ତ ପାଠ କରନ୍ତୁ I

ଶୁଭ ରଙ୍ଗ – ନାଲି ଏବଂ ହଳଦିଆ I

ବୃଷ : ଆଜି ଛାତ୍ରମାନଙ୍କ କ୍ୟାରିଅରରେ ବିଶେଷ ସଫଳତାର ଦିନ I ସ୍ଥଗିତ ରହିଥିବା ଅର୍ଥ ମିଳି ପାରିବ I ବ୍ୟାଙ୍କିଙ୍ଗ୍, ଆଇଟି ଏବଂ ମିଡିଆ ସହିତ ଜଡିତ ଲୋକମାନେ ଚାକିରିରେ ପରିବର୍ତ୍ତନ କରିପାରନ୍ତି I ପାରିବାରିକ ଜୀବନରେ ଖୁସି ରହିବେ ଇ ପ୍ରେମ ଜୀବନ ସୁଖମୟ ହେବ I ଶୁଭ ରଙ୍ଗ – ଧଳା ଏବଂ ଆକାଶୀ I

ମିଥୁନ: ସମସ୍ତ କାମରେ ସାହସିକ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ। ବିଓବିଷୟରେ ଉନ୍ନତି ,ସହକର୍ମୀଙ୍କ ସହାୟତା ମିଳିବ Iପାରିବାରିକ ଜୀବନ ସୁଖପ୍ରଦ ହେବ, ମହିଳାମାନଙ୍କ ମନ ପ୍ରଫୁଲ୍ଲିତ ରହିବ । କ୍ରୀଡା, ଚଳଚ୍ଚିତ୍ର ଓ କଳା, ସାହିତ୍ୟରେ ଉନ୍ନତି କରିବେ ।

ଶୁଭ ରଙ୍ଗ – ସବୁଜ ଏବଂ ବାଇଗଣୀ I

କର୍କଟ: ହସ ଖୁସିରେ ଦିନଟି କାଟିବେ । କୈାଣସି ମୂଲ୍ୟବାନ ଜିନିଷ କ୍ରୟ କରିପାରନ୍ତି । ଆମଦାନୀ, ରପ୍ତାନୀ କାରବାରରେ ଲାଭବାନ ହେବେ । ବୁଦ୍ଧି, ବିବେକ ଓ ଜ୍ଞାନ ବଳରେ ପୂର୍ବ ସମସ୍ୟାର ସରଳ ସମାଧନ କରିବେ।

ଶୁଭ ରଙ୍ଗ – ଲାଲ ଏବଂ ହଳଦିଆ I

ସିଂହ : ଆଇ.ଟି ଓ ପରିଚାଳନା କ୍ଷେତ୍ରରେ ବିଦ୍ୟାର୍ଥୀ ମାନଙ୍କ ପାଇଁ ଶୁଭ I ରାଜନୀତିରେ ସଫଳତା I କର୍ମକ୍ଷେତ୍ରରେ କାର୍ଯ୍ୟଭାର ବୃଦ୍ଧି ହେବ I ପରିବାରରେ ଉତ୍ତମ ବୁଝାମଣା ରଖନ୍ତୁ I ସୁନ୍ଦରାକାଣ୍ଡ ପାଠ କରନ୍ତୁ I

ଶୁଭ ରଙ୍ଗ – ଲାଲ ଏବଂ ହଳଦିଆ I

କନ୍ୟା : ଆର୍ଥିକ ସୁଖରୁ ଲାଭ ପାଇବେ I ଚାକିରିରେ ନୂତନ ଦାୟିତ୍ୱମିଳି ପାରେ I ବ୍ୟବସାୟରେ ଲାଭ I ଗୁରୁଜନଙ୍କ ଆଶୀର୍ବାଦ ନିଅନ୍ତୁ I ଶୁଭରଙ୍ଗ – ସବୁଜ ଏବଂ ଆକାଶୀ I

ତୁଳା: ପିଲାମାନଙ୍କ ଉନ୍ନତି କୁ ନେଇ ଖୁସି ହେବେ I ସାମୟିକ ସ୍ୱାସ୍ଥ୍ୟ ଖରାପ ହୋଇ ପାରେ Iନିଜ ପାଇଁ କିଛି କରିବା ବଦଳରେ ଆପଣ ଅନ୍ୟକୁ ସାହାଯ୍ୟ କରିବାକୁ ଚେଷ୍ଟା କରନ୍ତୁ। ଏହାଦ୍ୱାରା ଆପଣ ଏବଂ ଆପଣଙ୍କ ପରିବାରକୁ ଭଲ ଲାଗିବ।

ଶୁଭରଙ୍ଗ – ଧଳା ଓ ଗୋଲାପୀ I

ବିଛା: ଆଜି ଆପଣ ସାଙ୍ଗମାନଙ୍କ ସହିତ ମଜାଦାର ଯାତ୍ରାରେ ଯିବେ। ଧନ ମାମଲାରେ ସାବଧାନ ରୁହନ୍ତୁ। ପାର୍ଟନରଙ୍କ ସହିତ ଆଜି ଆପଣଙ୍କର ବହୁତ ଭଲ କଥାବାର୍ତ୍ତା ହୋଇପାରେ।

ଶୁଭରଙ୍ଗ – ହଳଦିଆ ଓ ଲାଲ I
ଧନୁ : ଦିନଟି ରାଜନୀତି ପାଇଁ ଅନୁକୂଳ ଅଟେ । ଉଚ୍ଚ ଅଧିକାରୀଙ୍କଠାରୁ ଆପଣଙ୍କୁ କିଛି ଭଲ ଖବର ମିଳି ପାରେ I ବ୍ୟବସାୟରେ ଆର୍ଥିକ ଲାଭ I ପିତା,ମାତାଙ୍କ ଆଶୀର୍ବାଦ ମିଳିବ I

ଶୁଭରଙ୍ଗ – ହଳଦିଆ ଓ କମଳା I

ମକର: ରାଜନୀତି କ୍ଷେତ୍ରରେ ଉଚ୍ଚ ପଦ ମିଳିପାରେ । ପିତା ମାତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ । ଅପରାହ୍ନରେ କୈାଣସି ଶୁଭ ଖବର ଶୁଣିପାରନ୍ତି। ଆୟ ବୃଦ୍ଧି ଘଟିବ, ଯାହା ଫଳରେ ମନ ପ୍ରଫୁଲ୍ଲିତ ରହିବ ।

ଶୁଭରଙ୍ଗ – ବାଇଗଣୀ ଓ ଆକାଶୀ I

କୁମ୍ଭ : ଆଜି ଚାକିରିରେ ପ୍ରଗତିର ଦିନ I ପଦୋନ୍ନତି ପାଇଁ କଠିନ ପରିଶ୍ରମ କରିବେ I ବନ୍ଧୁଙ୍କ ସାହାଯ୍ୟ ମିଳିବ ଇ ଧାର୍ମିକ ହେବେ Iଶ୍ରୀ ସୁକ୍ତ ପାଠ କରନ୍ତୁ I ଶୁଭରଙ୍ଗ – ଧଳା ଓ ଆକାଶୀ I

ମୀନ : ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ I ଦୂରସ୍ଥାନ ଭ୍ରମଣରେ ଯିବାକୁ ଯୋଜନା କରି ପାରନ୍ତି I ଆୟ ବ୍ୟୟ ସମାନ ରହିବ I କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହାୟତା ମିଳିବ I

ଶୁଭ ରଙ୍ଗ – ହଳଦିଆ ଓ ଲାଲ I

Comments are closed, but trackbacks and pingbacks are open.