ଦୈନିକ ଭାଗ୍ୟଫଳ

18

ରାଶିଫଳ : ୦୨-୦୮-୨୦୨୨ ମଙ୍ଗଳବାର : ତୁଳା ଓ ବିଛା ରାଶି ପାଇଁ ଦିନଟି ଶୁଭଙ୍କର ହେବ I ମିଥୁନ ରାଶି ବ୍ୟବସାୟୀ ମାନଙ୍କ ପାଇଁ ଦିନଟି ଲାଭ ଦାୟକ ରହିବ I ଜାଣନ୍ତୁ ଆପଣଙ୍କ ରାଶିଫଳ ବିଷୟରେ :

ମେଷ : ଦିନଟି ସୁଖମୟ ହେବ Iକିଛି ଜିନିଷ ମନକୁ ଉତ୍ସାହିତ କରିବ କିନ୍ତୁ ଏହାକୁ କାହାକୁ କହିବାକୁ ସମର୍ଥ ହେବ ନାହିଁ | ଆପଣ ସନ୍ଧ୍ୟାରେ ସାଙ୍ଗମାନଙ୍କ ସହିତ ବୁଲିବାକୁ ଯାଇପାରିବେ ଏବଂ ପାରିବାରିକ ପରିବେଶ ମଧ୍ୟ ଭଲ ହେବ | ମାନସିକ ଶାନ୍ତି ପାଇଁ କରାଯାଇଥିବା ପ୍ରୟାସ ସଫଳ ହେବ | କୋର୍ଟ କାର୍ଯ୍ୟ ଅନୁକୂଳ ହେବ | ଲାଭ ପାଇଁ ସୁଯୋଗ ଆସିବ I ସହକର୍ମୀମାନେ ଆପଣଙ୍କୁ କାର୍ଯ୍ୟରେ ସାହାଯ୍ୟ କରିବେ I

ବୃଷ : ଆଜି ଆପଣ ଦୃଢ ମନୋବଳ ଏବଂ ଆତ୍ମବିଶ୍ୱାସ ସହିତଯେ କୌଣସି ଣସି କାର୍ଯ୍ୟ ସମାପ୍ତ କରିବେ I ଆପଣ ଏଥିରେ ମଧ୍ୟ ସଫଳତା ପାଇବେ | ଆପଣ ପିତାଙ୍କ ପକ୍ଷରୁ ଲାଭ ପାଇପାରିବେ | ଛାତ୍ରମାନଙ୍କ ମନ ଅଧ୍ୟୟନରେ ନିୟୋଜିତ ହେବ | ସରକାରୀ କାର୍ଯ୍ୟରେ ଆପଣ ଆର୍ଥିକ ଲାଭ ପାଇପାରିବେ | ପିଲାମାନଙ୍କ ପାଇଁ ପୁଞ୍ଜି ବିନିଯୋଗ କରିବେ |

ମିଥୁନ : ବ୍ୟବସାୟୀ ମାନଙ୍କ ପାଇଁ ଦିନଟି ଉତ୍ତମ I ନୂତନ ଚାକିରି ପାଇଁ ଆବେଦନ କରିବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ I ଷ୍ଟକ୍ ମାର୍କେଟ୍ ସହିତ ଜଡିତ ଲୋକମାନେ ସାବଧାନ ହେବା ଉଚିତ୍ I କୋଷ୍ଠକାଠିନ୍ୟ ଏବଂ ଗ୍ୟାସ୍ ଏକ ସମସ୍ୟା ହୋଇପାରେ I ଦିନଟି ଭଲ ରେ କଟିବ I

କର୍କଟ : ବୁଦ୍ଧି ଖଟାଇ ଆୟ ର ନୂତନ ପନ୍ଥା ଖୋଜିବେ Iଜୀବନସାଥୀ ଖୁସିର କାରଣ ହେବେ। ଦିନ ଶେଷ ହେବା ବେଳକୁ ଆର୍ଥିକ ବୃଦ୍ଧି ହେବ। ବ୍ୟକ୍ତିଗତ ପଥ ପ୍ରଦର୍ଶନ ଆପଣଙ୍କ ସଂପର୍କରେ ଉନ୍ନତି ଆଣିବ। ଧର୍ମ କାର୍ଯ୍ୟରେ ମନ ଲାଗିବ। ପ୍ରତ୍ୟେକ କାମ ପାଇଁ ସମାଧାନର ବାଟ ମିଳିଯିବ।

ସିଂହ : କାର୍ଯ୍ୟକ୍ଷେତ୍ରରେ ବାତାବରଣ ଭଲ ରହିବ Iଯେତେଟା ପରିସ୍ଥିତି କୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ହେବନି । ମିତ୍ର ସୁଖ ଲାଭ ଓ ଲୋକପ୍ରିୟତା ଅର୍ଜନ କରିପାରନ୍ତି । ପରମ ସୌଭାଗ୍ୟଶାଳୀ ହେବେ । ଦାମ୍ପତ୍ୟ ସୁଖ ମିଳିବ । ବିଭିନ୍ନ ଦିଗରୁ ଧନାଗମ ହେବ ।

କନ୍ୟା : ଦିନଟି ସାମାନ୍ୟ ରହିବ I କାର୍ଯ୍ୟକ୍ଷେତ୍ରରେ ସହକର୍ମୀ ଙ୍କ ସହିତ ଦିନଟି ଉତ୍ତମ କଟିବ Iଚଳିତ ପରିସ୍ଥିତିରେ ମଧ୍ୟ ଆପଣ ନିଜକୁ ଠିକ୍ ଭାବେ ଆଡ୍‌ଜଷ୍ଟ କରି ଚଳାଇ ନେଇପାରିବେ ନାହିଁ । ଆୟ ଆଶାନୁରୂପ ହେବ । ଉତ୍ତମ ଭୋଜନ ମିଳିବ । ବ୍ୟବସାୟ ପାଇଁ ଉଦ୍ୟମ ଚଳାଇବେ । ଐଶ୍ୱର୍ଯ୍ୟଯୁକ୍ତ ଓ ମାଲିଲୋକଦ୍ଦମାରେ ବିଜୟୀ ହେବେ ।

ତୁଳା : ଭଲ କାମ ସହିତ ଦିନ ଆରମ୍ଭ ହେବ ଏବଂ ଅନ୍ୟମାନଙ୍କ ସହିତ ଏହି ସମନ୍ୱୟ ପାଇଁ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ତୁମର ଅଟକି ରହିଥିବା କାମ ସହଜରେ ହୋଇଥିବାର ଦେଖାଯାଉଛି |ପ୍ରବଳ ଲାଭ ମିଳିବ। କ୍ୟାରିୟରରେ ଉନ୍ନତି ହେବ। ଘରେ ସୁଖ-ଶାନ୍ତି ଲାଗି ରହିବ। ସନ୍ତାନଙ୍କ ଠାରୁ ଖୁସି ଖବର ପାଇବେ।

ବିଛା : ଆଜି ଦିନଟି ଆପଣଙ୍କ ପାଇଁ ବହୁ ଶୁଭଦାୟକ ରହିବ। ଫଳରେ ଯାହା କଲେ ମଧ୍ୟ କୌଣସି କାମ ସ୍ଥଗିତ ରହିବ ନାହିଁ। କିନ୍ତୁ ମାନସିକ ଅଶାନ୍ତି ଲାଗି ରହିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ଅବଶ୍ୟ ମାଲି ମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।

ଧନୁ : ଆଜି ପ୍ରତ୍ୟେକ କାମ ଖର୍ଚ୍ଚାନ୍ତ ହୋଇ କରିବାକୁ ପଡିବ ।କାର୍ଯ୍ୟରେ ସଫଳତା ଲାଭ କରିବେ । ଯଶସ୍ୱୀ ଓ ବଂଶ ମର୍ଯ୍ୟାଦା ରକ୍ଷା କରିବାରେ ସକ୍ଷମ ହେବେ । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ । ପାରିବାରିକ ସୁଖ ଅବ୍ୟାହତ ରହିବ ।

ମକର : କାର୍ଯ୍ୟକ୍ଷେତ୍ରରେ ଅବ୍ୟବସ୍ଥା କାରଣ ରୁ ମନରେ ଅସନ୍ତୋଷ ରହିବ I କୌଣସି ବିବାଦ ରେ ଫସନ୍ତୁ ନାହିଁ I ଅଭାବ ଦୂରେଇବାର ପ୍ରୟାସକଲେ ମଧ୍ୟ ଧାର କରଜ କରି ଆବଶ୍ୟକତା ଚଳାଇନେବେ। କ୍ରୀଡ଼ା, କଳା କ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କରିପାରିବେ। କୌଶଳ ଅବଲମ୍ବନ କରି ଲକ୍ଷ୍ୟ ପୂରଣରେ ସମର୍ଥ ହୋଇପାରନ୍ତି।

କୁମ୍ଭ : ଧ୍ୟାନ ଦେଇ ଅଫିସରେ କାମ ସାରନ୍ତୁ I କାର୍ଯ୍ୟରେ ଥିବା ତ୍ରୁଟି ଉପରେ ତୀକ୍ଷ୍ଣ ନଜର ରଖନ୍ତୁ, କାରଣ ସାମାନ୍ୟ ଭୁଲ୍ ଆପଣଙ୍କୁ ଅସୁବିଧାରେ ପକାଇ ପାରେ I ଖୁଚୁରା ବ୍ୟବସାୟୀଙ୍କ ପାଇଁ ଦିନଟି ସ୍ୱାଭାବିକ I ଆପଣ ଶରୀରରେ କ୍ଳାନ୍ତ ଅନୁଭବ କରିବେ I କୌଣସି କଥା କୁ ନେଇ ମନରେ ଦ୍ୱନ୍ଦ୍ୱ ଉପୁଜି ପାରେ I

ମୀନ : କାର୍ଯ୍ୟକ୍ଷେତ୍ରରେ ପ୍ରୟାସ ଜାରି ରହିବ I ଅଟକି ରହିଥିବା କାର୍ଯ୍ୟ ସହଜରେ ସମାପ୍ତ ହେବ I ସନ୍ତାନ ହେତୁକ ଚିନ୍ତା ଦୁର ହେବ ।ବନ୍ଧୁ ମିଳନରେ ବିଶେଷ ଉପକୃତ ହେବେ । ସରକାରୀ ଚାକିରି ପାଇଁ ଚେଷ୍ଟା କରୁଥିବା ଲୋକଙ୍କୁ ନିଯୁକ୍ତି ମିଳିପାରେ। ପାରିବାରିକ ଜୀବନ ସୁଖମୟ ହେବ I

Comments are closed, but trackbacks and pingbacks are open.