ଦୈନିକ ଭାଗ୍ୟଫଳ

36

ରାଶିଫଳ ୨୯-୦୬-୨୦୨୨ ବୁଧୁବାର : ମକର ,ବୃଷ ,ମିଥୁନ- ଆର୍ଥିକ ଲାଭ I ସିଂହ -ଦିନଟି ଲାଭ ଦାୟକ ,ବିଛା,କୁମ୍ଭ -ନୂତନ କାର୍ଯ୍ୟରୁ ଦୁରେଇ ରୁହନ୍ତୁ I ଧନୁ- ସୁଖୀ ହେବେ I

ମେଷ : ନୂତନ କାର୍ଯ୍ୟ କରିବାକୁ ପ୍ରେରଣା ପାଇବେ I ମନରେ ଦ୍ୱନ୍ଦ୍ୱ , ଚାକିରି କିମ୍ବା ବ୍ୟବସାୟରେ ଉନ୍ନତି ,ପାରିବାରିକ ଖୁସି ଓ ଏକ ସ୍ୱଳ୍ପ ଯାତ୍ରା ହେବାର ସମ୍ଭାବନା ରହିଛି I ମହିଳାମାନେ ଯୁକ୍ତି ତର୍କରୁ ଦୁରେଇ ରୁହନ୍ତୁ I

ବୃଷ : ମନ ଦୁର୍ବଳ ହେବ Iଘରେ କାହାର ସ୍ୱାସ୍ଥ୍ୟବସ୍ଥାକୁ ନେଇ ଚିନ୍ତିତ ରହିବେ I ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ I ଆର୍ଥିକ ଦୃଷ୍ଟିରୁ ଲାଭବାନ,କାର୍ଯ୍ୟକ୍ଷେତ୍ରରେ ଉନ୍ନତି I ବିଦ୍ୟାର୍ଥି ମାନେ ବିଜୟୀ ହେବେ I

ମିଥୁନ : ଆଜି ସତେଜତା ଏବଂ ଶକ୍ତିରେ ପରିପୂର୍ଣ୍ଣ ଦିନ ହେବ I ସୁଖାଦ୍ୟ ଭୋଜନ , ବନ୍ଧୁ ଦର୍ଶନ, ଦାମ୍ପତ୍ୟ ଜୀବନରେ ସୁଖ ଏବଂ ଆର୍ଥିକ ଲାଭକରିବେ I ନକାରାତ୍ମକ ଚିନ୍ତାଧାରାରୁ ଦୂରରେରୁହନ୍ତୁ ବ୍ୟବସାୟରେ ଉନ୍ନତି କରିବେ I

କର୍କଟ : ପରିବାରରେ ବୁଝାମଣା ର ଅଭାବ ରହିବ I ମାନସିକ ଅସ୍ଥିରତା ଦେଖାଯିବ I ମନରେ ଦ୍ୱନ୍ଦ୍ୱ ,କାହା ସହିତ ଯୁକ୍ତିତର୍କ ହେବାର ସହିତ ସ୍ୱାସ୍ଥ୍ୟରେ ଅବନତି ହେବ I କାର୍ଯ୍ୟକ୍ଷେତ୍ରରେ କଠିନ ପରିଶ୍ରମୀ ହେବେ I

ସିଂହ : ଆଜି ଦିନଟି ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହେବ Iବନ୍ଧୁମାନ ଠାରୁ ଉପକୃତ,ଗୁରୁଜନ ମାନଙ୍କଠାରୁ ଆଶୀର୍ବାଦ ,ବ୍ୟବସାୟରେ ବୃଦ୍ଧି ,ଚାକିରୀରେ ପଦୋନ୍ନତି,ଆୟ ଉତ୍ତମ, ଘରେ କୌଣସି ଶୁଭ କାମ ହେବ I

କନ୍ୟା : ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା ଫଳପ୍ରଦ ହେବ I ବ୍ୟବସାୟରେ ଲାଭ,କରଜ ଫେରସ୍ତ, ଚାକିରୀରେ ପଦୋନ୍ନତି, ବାପା ଙ୍କ ଠାରୁ ଉପକୃତ ,ସରକାରୀ କାର୍ଯ୍ୟରୁ ଲାଭ, ପାରିବାରିକ ଜୀବନ ସୁଖମୟ ହେବ I

ତୁଳା : ବ୍ୟବସାୟ କ୍ଷେତ୍ରରେ ଲାଭର ସମ୍ଭାବନା ରହିଛି I ଚାକିରି ଏବଂ ବ୍ୟବସାୟରେ ସହକର୍ମୀଙ୍କଠାରୁ ପୂର୍ଣ୍ଣ ସମର୍ଥନ ମିଳିବ | ଦୂର ସ୍ଥାନ ଯାତ୍ରା ,ବୌଦ୍ଧିକ କାର୍ଯ୍ୟରେ ଉନ୍ନତି ,ସ୍ୱାସ୍ଥ୍ୟରେ ଉନ୍ନତି, ବିଦେଶରୁ ବନ୍ଧୁ ଏବଂ ପ୍ରିୟଜନଙ୍କଠାରୁ ଖୁସି ଖବର ପାଇବେ I

ବିଛା : ବାଣୀରେ ସଂଯମତା ରଖନ୍ତୁ I ନୂତନ କାର୍ଯ୍ୟରୁ ଦୁରେଇ ରୁହନ୍ତୁ I ଶାରୀରିକ ଅସୁସ୍ଥ , ଖାଦ୍ୟ ପାନୀୟରେ ଅନିୟମିତତା ,ମନରେ ଅଶାନ୍ତି ଦେଖାଦେବ I ହଠାତ୍ ଧନ ଲାଭ ହେବ I

ଧନୁ : ପାର୍ଟୀ, ପିକନିକ୍, ଦୂର ସ୍ଥାନ ବୁଲାବୁଲି , ସୁଖାଦ୍ୟ ଏବଂ ସୁନ୍ଦର ପୋଷାକ ପରିଧାନ ରେ ଦିନ ଅତିବାହିତ ହେବ I ବନ୍ଧୁ ଦର୍ଶନ ଆନନ୍ଦଦାୟକ , ଦାମ୍ପତ୍ୟ ଜୀବନରେ ସୁଖୀ,ସାମାଜିକ ସ୍ତରରେ ସମ୍ମାନ ଏବଂ ଖ୍ୟାତି ବୃଦ୍ଧି ହେବ I

ମକର : ଆଜି ଆପଣଙ୍କର ବ୍ୟବସାୟ ବିକାଶ ହେବ I ଆର୍ଥିକ ଦୃଷ୍ଟିରୁ ଲାଭଦାୟକ, ପରିବାରରେ ସୁଖ ଏବଂ ଶାନ୍ତିର ପରିବେଶ ରହିବ I ସହକର୍ମୀ ଏବଂ ଅଧସ୍ତନମାନଙ୍କ ସମର୍ଥନ ,ମାତୃ ପାର୍ଶ୍ୱରୁ ଏକ ଖୁସି ଖବର ଆସିବ I ଶତ୍ରୁ ପରାସ୍ତ ,କୋର୍ଟ ମାମଲାରେ ବିଜୟୀ ହେବେ I

କୁମ୍ଭ : ସନ୍ତାନ ଙ୍କ ସ୍ୱାସ୍ଥ୍ୟ କୁ ନେଇ ଚିନ୍ତିତ ରହିବେ I ମାନସିକ ଅସ୍ଥିରତା , ଆଜି ନୂତନ କାର୍ଯ୍ୟରେ ବିଫଳତା , କାର୍ଯ୍ୟହାନି ,ଆୟ ହ୍ରାସ ପାଇବ I

ମୀନ : ଶାରୀରିକ ଏବଂ ମାନସିକ ଭୟ ରହିବ I ପରିବାର ସଦସ୍ୟଙ୍କ ସହ ଯୁକ୍ତିତର୍କ ,ଆର୍ଥିକ ଚିନ୍ତା ,ଅବାଞ୍ଛିତ ଘଟଣାଗୁଡ଼ିକ ଆପଣଙ୍କ ଉତ୍ସାହକୁ ହ୍ରାସ କରିପାରେ I ନିଦ୍ରା ଅଭାବରୁ ଶାରୀରିକ ବାଧା ଓ ଖ୍ୟାତି ହରାଇବେ I

Comments are closed, but trackbacks and pingbacks are open.