ଦୈନିକ ଭାଗ୍ୟଫଳ

70

ରାଶିଫଳ :୨୮-୦୬-୨୦୨୨ ମଙ୍ଗଳବାର : ଆଜି ଏହି ରାଶିର ବ୍ୟକ୍ତିମାନେ ଆର୍ଥିକ ଲାଭ ରେ ରହିବେ I ବୃଷ ,ବିଛା ,କୁମ୍ଭ, ମୀନ ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ I ସିଂହ ,କନ୍ୟା ,ଦିନଟି ଶୁଭଙ୍କର,ଧନପ୍ରାପ୍ତି ର ଯୋଗ ରହିଛି I ଆସନ୍ତୁ ଜାଣିବା ଆପଣଙ୍କ ରାଶିଫଳ ବିଷୟରେ I

ମେଷ : ଦାନ-ଧର୍ମ କାର୍ଯ୍ୟରେ ସାମିଲ ହେବେ I ଯାହା ଦ୍ୱାରା ଆପଣଙ୍କୁ ମାନସିକ ସନ୍ତୋଷ ମିଳିବ I ନୂତନ ଭାଗିଦାରୀ କାର୍ଯ୍ୟରେ ମନୋନିବେଶ କରିବେ I ବ୍ୟୟ ଭାର ଅଧିକ ବଢିବ I ପାରିବାରିକ ଚିନ୍ତା ଲାଗି ରହିବ I

ବୃଷ : କୌଣସି କାରଣ କୁ ନେଇ ମନୋବଳ ଦୁର୍ବଳ ହେବ I ଘର ଖର୍ଚ ବୃଦ୍ଧି ପାଇବ I ଆଜି ସମ୍ଭବ ହେଲେ ଯାତ୍ରାକୁ ସ୍ଥଗିତ ରଖନ୍ତୁ I ଲେଖକ, କଳାକାର ଏବଂ ପରାମର୍ଶଦାତାମାନଙ୍କ ପାଇଁ ଦିନଟି ଅତ୍ୟନ୍ତ ଅନୁକୂଳ I ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ I

ମିଥୁନ : ଆଜି ଆପଣଙ୍କ ପାଇଁ ସମୃଦ୍ଧିର ଦିନ I ସୁସ୍ୱାଦୁ ଭୋଜନ କରିବେ I ଆଜି ଆପଣ ନୂଆ ପୋଷାକ ଏବଂ ଅଳଙ୍କାର କିଣିବାରେ ବ୍ୟସ୍ତ ହେବାକୁ ଯାଉଛନ୍ତି I ସ୍ୱାସ୍ଥ୍ୟ ଉତ୍ତମ ରହିବ I ବଦ ଖର୍ଚ କମାନ୍ତୁ I ବୃତ୍ତିଗତ ଜୀବନ ରେ ଉନ୍ନତି କରିବେ I

କର୍କଟ : ଆଜି ମନରେ କିଛି ଦ୍ୱନ୍ଦ୍ୱ ଦେଖାଦେବ I ନକାରାତ୍ମକ ଚିନ୍ତାଧାରା ଆପଣଙ୍କୁ ବ୍ୟଥିତ କରିପାରେ I ପରିବାର ସଦସ୍ୟଙ୍କ ସହିତ ମତ ଭେଦ ହେଇପାରେ I ପାରିବାରିକ କାର୍ଯ୍ୟ ପଛରେ ଖର୍ଚ୍ଚ କରିବେ I ବାଣୀରେ ସଂଯମତା ରଖନ୍ତୁ I ଅଯଥା ଖର୍ଚ କାଟ କରନ୍ତୁ I

ସିଂହ :ଆଜି ଦିନଟି ଲାଭ ଦାୟକ ହେବ ।ଧନ ପ୍ରାପ୍ତ ହେବାର ସୂଚନା ମିଳୁଛି । ଉତ୍ତମ ବନ୍ଧୁଙ୍କ ସାନ୍ନିଧ୍ୟ ମିଳିପାରେ । ବ୍ୟବସାୟ ଲାଭଜନକ ହେବ । ସମାଜ ସେବା ପ୍ରତି ମନ ବଳାଇବେ । ଆଜି କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତି ନିଅନ୍ତୁ ନାହିଁ I

କନ୍ୟା : ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆଜି ଦିନଟି ଅତ୍ୟନ୍ତ ଅନୁକୂଳ ଅଟେ I ବ୍ୟବସାୟରେ ଲାଭର ସୂଚନା ଅଛି I ପିତାଙ୍କଠାରୁ ଉପକୃତ ହେବେ Iପରିବାରରେ ସୁଖର ପରିବେଶ ରହିବ I ସରକାରୀ କାର୍ଯ୍ୟ ଭଲ ଭାବରେ ଶେଷ ହେବ I ବୈବାହିକ ଜୀବନ ସୁଖମୟ ହେବ I

ତୁଳା : ବୁଦ୍ଧିଜୀବୀ କିମ୍ବା ସାହିତ୍ୟପ୍ରେମୀଙ୍କ ଙ୍କ ପାଇଁ ଦିନଟି ଉତ୍ତମ I ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ସକ୍ଷମ ହେବେ I ତୀର୍ଥଯାତ୍ରାକୁ ଯାଇପାରନ୍ତି I ବିଦେଶ ଯିବା ପାଇଁ ସୁଯୋଗ ସୃଷ୍ଟି ହେବ I ଆପଣ ବିଦେଶରେ ରହୁଥିବା ବନ୍ଧୁ କିମ୍ବା ପ୍ରିୟଜନଙ୍କ ଠାରୁ ଭଲ ଖବର ପାଇବେ I ପରିବାରରେ ଉତ୍ତମ ବୁଝାମଣା ରହିବ I ପିଲାମାନଙ୍କ ସହିତ ଖୁସିର ମୁହୂର୍ତ କାଟିବେ I

ବିଛା : ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ I ପାରିବାରିକ କାର୍ଯ୍ୟରେ ବହୁତ ଖର୍ଚ୍ଚାନ୍ତ ହୋଇପାରନ୍ତି। ମାନସିକ ଅଶାନ୍ତି ଲାଗି ରହିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ପିଲାମାନଙ୍କ ଅଧୟନ ପ୍ରତି ରୁଚି ବଢିବ I

ଧନୁ : କଳାକାର ମାନଙ୍କ ପାଇଁ ଦିନଟି ଶୁଭଫଳ ଦାୟୀ ହେବ । ପାରିବାରିକ ଜୀବନ ରେ ସୁଖୀ ହେବେ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ଚାକିରୀରେ ଉନ୍ନତି ସହିତ ପଦୋନ୍ନତି ହେବ Iସାମାଜିକ ମାନ ପ୍ରତିଷ୍ଠା ବଢିବ I ବୈବାହିକ ଜୀବନ ସୁଖମୟ ହେବ I

ମକର : ବ୍ୟବସାୟ ପାଇଁ ଶୁଭ ଦିନ I ଆପଣଙ୍କ ବିଶେଷ ଉଦ୍ୟମ ପାଇଁ ବ୍ୟବସାୟ ରେ ବୃଦ୍ଧି ହେବ I ଆର୍ଥିକ କାରବାରରୁ ଲାଭ ବାନ ହେବେ I ଘରେ ଶାନ୍ତି ଏବଂ ଆନନ୍ଦର ପରିବେଶ ରହିବ I ଆବଶ୍ୟକ କାରଣରୁ ଟଙ୍କା ଖର୍ଚ୍ଚ ହେବ I ଚାକିରିରେ ସହକର୍ମୀମାନଙ୍କ ସମର୍ଥନ ପାଇବ I ଶତ୍ରୁ ପରାଜିତ ହେବେ I

କୁମ୍ଭ : ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ I ତରବରିଆ ଭାବରେ କାମ ସାରି କ୍ଷତି ରେ ପଡି ପାରନ୍ତି I ବାଣୀରେ ସଂଯମତା ରଖନ୍ତୁ I ଦୂରଯାତ୍ରା ଟାଳି ଦିଅନ୍ତୁ I ଆକସ୍ମିକ ଖର୍ଚ ବଢିବ I ପେଟ ଖରାପ ହେଇପାରେ I

ମୀନ : ଦିନଟି ବେଶେଷ ଫଳପ୍ରଦ ହେବ ନାହିଁ I ପରିବାରରେ ବାଦ ବିବାଦ ଦେଖାଦେବ I କୌଣସି କଥାକୁ ନେଇ ମାନସିକ ଚିନ୍ତା ଦେଖାଦେବ I ଆର୍ଥିକ ଚିନ୍ତା ଲାଗି ରହିବ I ପିଲାମାନେ ଅମାନିଆ ହେବେ I ଆଜି କୌଣସି ନୂତନ କାର୍ଯ୍ୟ କରନ୍ତୁ ନାହିଁ I

Comments are closed, but trackbacks and pingbacks are open.