ପୌର ନିର୍ବାଚନରେ କଟକର ବିଜୟୀ ପ୍ରାର୍ଥୀ

45

ପୌର ନିର୍ବାଚନରେ ସାରା ରାଜ୍ୟରେ ବିଜେଡି ବାଜିମାତ୍ କରିଛି । ପଂଚାୟତ ନିର୍ବାଚନ ପରି ପୌର ନିର୍ବାଚନ ରେ ମଧ୍ୟ ଜନାଦେଶ ଏକପାଖିଆ ହୋଇଛି I ରାଜ୍ୟ ର ତିନି ମହା ନଗର ନିଗମର ମେୟର ଆସନ ଉପରେ ଅକ୍ତିଆର କରିଛି ବିଜେଡି I ସେହିପରି କଟକ ରେ କଂଗ୍ରେସ ର ବହୁ ପୁରୁଣା ବିଧାୟକ ମହମ୍ମଦ ମୋକିମ୍ ଥିବା ସତ୍ତ୍ୱେ ବିଜେଡି ସେଠାରେ ମେୟର ପଦବୀକୁ ହାତେଇବାରେ ସକ୍ଷମ ହୋଇଛି । ବିଜେଡିର ମେୟର ପ୍ରାର୍ଥୀ ସୁବାସ ସିଂ ୪୫,୨୦୬ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିବାବେଳେ ମୋଟ ୫୯ଟି ୱାର୍ଡ ମଧ୍ୟରୁ ବିଜେଡି ୩୮ଟି, କଂଗ୍ରେସ ୮ଟି, ବିଜେପି ୭ଟି ଓ ସ୍ୱାଧୀନ ପ୍ରାର୍ଥୀ ୬ଟି ୱାର୍ଡରେ ବିଜୟୀ ହୋଇଛନ୍ତି । ତେବେ କଟକର କେଉଁ ୱାର୍ଡରେ କିଏ କର୍ପୋରେଟର ଭାବେ ବିଜୟୀ ହୋଇଛନ୍ତି ଆସନ୍ତୁ ଦେଖିବା:-

ୱାର୍ଡ- ୧: ଭାନୁ ସେନାପତି (କଂଗ୍ରେସ )
୨- ପୁଷ୍ପିତା ମହାନ୍ତି (ବିଜେଡି)
୩- ପ୍ରଦୀପ କୁମାର ରାଉତ( ସ୍ୱାଧୀନ)
୪- ପ୍ରିୟମ୍ବଦା ମହାନ୍ତି (ବିଜେଡି)
୫- ପ୍ରିୟମ୍ବଦା ସ୍ୱାଇଁ (ସ୍ୱାଧୀନ)
୬- ରୀତାଞ୍ଜଳି ବେହେରା( ବିଜେଡି)
୭- ମମତା ନାୟକ ( ବିଜେଡି)
୮- ନମିତା ବାରିକ (ବିଜେଡି)
୯- ବିକାଶ ରଞ୍ଜନ ବେହେରା (ସ୍ୱାଧୀନ)
୧୦- ମୋନାଲିସା ଦାଶ( ବିଜେଡି)
୧୧- ଆରତି ସାହୁ (ବିଜେଡି)
୧୨- ଦୀପାଞ୍ଜଳି ସିଂ(ବିଜେଡି)
୧୩ – ସତ୍ୟରଞ୍ଜନ ତ୍ରିପାଠୀ (ବିଜେଡି)
୧୪- ବସନ୍ତ କୁମାର ବେହେରା (ବିଜେଡି)
୧୫- ଲିଜାରାଣୀ ରାଉତ(କଂଗ୍ରେସ)
୧୬- ଲକ୍ଷ୍ମୀପ୍ରିୟା ବେହେରା (ବିଜେଡି)
୧୭ – ଏ. ଶ୍ରୀଦେବୀ ( ବିଜେଡି)
୧୮ – ମହମ୍ମଦ ଇଫତକାର ଆଲମ (ବିଜେଡି)
୧୯- କ୍ୟୁରେସୀ ନୁର (ବିଜେଡି)
୨୦- ଲକ୍ଷ୍ମୀଧର ବେହେରା (ବିଜେପି)
୨୧- ଅଶୋକ କୁମାର ଶର୍ମା ( ବିଜେଡି)
୨୨- ଚନ୍ଦନ ଜେନା ( ବିଜେଡି)
୨୩ -ଅରୁନ୍ଧତୀ କର (ବିଜେଡି)
୨୪ – ଦୀପ୍ତିମୟୀ ମୂଳିଆ (ବିଜେଡି)
୨୫- ସତ୍ୟରାମ ସାହୁ ( ବିଜେଡି)
୨୬- ଗଗନ କୁମାର ଓଝା ( ବିଜେପି)
୨୭- ଇତିଶ୍ରୀ ଦାଶ ( ବିଜେଡି)
୨୮ – ବନଲତା ପ୍ରଧାନ ( ବିଜେଡି)
୨୯ – ସୁମିତ୍ରା ବସ୍ତିଆ ( ସ୍ୱାଧୀନ)
୩୦ – ରବିନାରାୟଣ ସାହୁ ( ବିଜେଡି)
୩୧- ପଦ୍ମିନୀ ସାହୁ (ସ୍ୱାଧୀନ)
୩୨ – ପ୍ରଦୀପ ସାହୁ ( ବିଜେଡି)
୩୩- କେ. ଜାଫରିନ୍ ( ବିଜେଡି)
୩୪- ଦୀପକ କୁମାର ଦାଶ( ବିଜେପି)
୩୫- ଜେ କାମେଶ୍ୱର ରାଓ ( କଂଗ୍ରେସ)
୩୬- ମଧୁସ୍ମିତା ବାରିକ ( ବିଜେଡି)
୩୭- ଯତୀନ କୁମାର ବେହେରା ( ବିଜେଡି)
୩୮ – ସୁଭାଶିଷ କୁମାର ପଟ୍ଟନାୟକ(କଂଗ୍ରେସ)
୩୯ – ବଟକୃଷ୍ଣ ସାହୁ (କଂଗ୍ରେସ)
୪୦- ଝିଲି ବିହାରୀ ( ବିଜେଡି)
୪୧ – ସ୍ୱର୍ଣ୍ଣପ୍ରଭା ପଶାୟତ (କଂଗ୍ରେସ)
୪୨- ମୀନା ସାହୁ (ସ୍ୱାଧୀନ)
୪୩- ପ୍ରମିଳା ମହାନ୍ତି ( ବିଜେଡି)
୪୪- ପ୍ରଦୀପ୍ତ କିଶୋର ଖୁଂଟିଆ ( ବିଜେଡି)
୪୫- ଗୋପାଳ ବେହେରା( ବିଜେପି)
୪୬- ପ୍ରଳୟ ବେଉରା ( ବିଜେଡି)
୪୭- ଚୌଧୁରୀ ସୁବ୍ରତ ଘଡ଼େଇ ( ବିଜେଡି)
୪୮- ନଳିନୀ ବେହେରା ( ବିଜେଡି)
୪୯- ଦମୟନ୍ତୀ ମାଝୀ (ବିଜେଡି)
୫୦- ସନ୍ତୋଷ କୁମାର ଭୋଳ (କଂଗ୍ରେସ)
୫୧- ରାକେଶ ସ୍ୱାଇଁ (ବିଜେପି)
୫୨- ସୌଭାଗିନୀ ଜେନା(ବିଜେଡି)
୫୩- ଅରବିନ୍ଦ ଜେନା(ବିଜେଡି)
୫୪- ତାପସ ରଞ୍ଜନ ସାମନ୍ତରାୟ(ବିଜେଡି)
୫୫- ବିଶ୍ୱବନ୍ଦିତା ପଣ୍ଡା (ବିଜେଡି)
୫୬- ଲିପସା ନାୟକ (ବିଜେପି)
୫୭- ପୂର୍ଣ୍ଣିମା ସ୍ୱାଇଁ (ବିଜେଡି)
୫୮- ଜନାର୍ଦ୍ଦନ ପରିଡ଼ା (କଂଗ୍ରେସ)
୫୯- ମମତା ମହାନ୍ତି (ବିଜେପି)

Comments are closed, but trackbacks and pingbacks are open.