ମାଓବାଦୀଙ୍କ ଗୁଳିରେ CRPF ଯବାନ ସହିଦ,ଅନ୍ୟ ଜଣେ ଗୁରୁତ୍ତର

17

ମାଲକାନଗିରି-ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ କମ୍ବିଂ ଅପରେସନ ବେଳେ ମାଓବାଦୀ-ଯବାନ ଗୁଳି ବିନିମୟ। ମାଓବାଦୀଙ୍କ ଗୁଳିରେ ଜଣେ CRPF ଯବାନ ସହିଦ ହେବ ସହିତ ଅନ୍ୟ ଜଣେ ଯବାନ ମଧ୍ଯ ଗୁରୁତର ଆହତ ହୋଇଛନ୍ତି।

ସହିଦ ଯବାନ ହେଉଛନ୍ତି ସିଆରପିଏଫ ୧୬୮ ବାଟାଲିୟନର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଶାନ୍ତି ଭୂଷଣ ତିର୍କୀ । ତାଙ୍କ ନିଜ ଘର ଝାଡଖଣ୍ଡ ବୋଲି ଜଣାପଡିଛି I ଗୁରୁତ୍ତର ହୋଇଥିବା ଯବାନ ଙ୍କୁ ସ୍ଥାନୀୟ ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି I

Leave A Reply

Your email address will not be published.