ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ‘କ୍ରପ୍ ୱେଦର ୱାଚ୍’ ବୈଠକ

225

ଭୁବନେଶ୍ବର: ଭୁବନେଶ୍ବରର କୃଷି ଭବନ ସମ୍ମିଳନୀ କକ୍ଷରେ ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ‘କ୍ରପ୍ ୱେଦର ୱାଚ୍’ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟର ଫସଲର ସ୍ଥିତି, ପାଣିପାଗ ଓ ସାର ଯୋଗାଣ ସ୍ଥିତି ବିଷୟରେ ଆଲୋଚନା କରାଯାଇଥିଲା। ସବୁଜିମା ଅଭିଯାନ ଅନ୍ତର୍ଗତ କୃଷି ଓ କୃଷକ ଶକ୍ତିକରଣ ବିଭାଗ ପକ୍ଷରୁ ୨୩ ଲକ୍ଷ ଚାରା ରୋପଣ କରାଯିବ ପାଇଁ ବିଭାଗ ନିଷ୍ପତ୍ତି ନେଇଛି। ବର୍ତ୍ତମାନ ପାଣିପାଗ ଅନୁକୂଳ ଥିବାରୁ ଚାଷକାର୍ଯ୍ୟ ସୁରୁଖୁରୁରେ ଚାଲିଛି। ଆଗାମୀ ସମୟରେ ସାର ଯୋଗାଣକୁ ସୁନିଶ୍ଚିତ କରିବା ନିମନ୍ତେ ରେଳ ରେକ୍ ପଏଣ୍ଟ ପାଇଁ ବିଭାଗ ତରଫରୁ ରେଳ ମନ୍ତ୍ରଣାଳୟକୁ ଚିଠି ଲେଖାଯାଇଛି ବୋଲି ଶ୍ରୀ ପାଢ଼ୀ କହିଛନ୍ତି। ଏହି ସମୀକ୍ଷା ବୈଠକରେ ଉଦ୍ୟାନ କୃଷି ନିର୍ଦ୍ଦେଶକ କୁଲାଙ୍ଗେ ଗୋରଖ ୱାମନ ଓ ଅନ୍ୟ ଅଧିକାରୀମାନେ ଯୋଗଦେଇଥିଲେ।

13 Comments
  1. how to order androxal generic available in united states

    androxal online without prescription

  2. how to buy enclomiphene cheap usa

    cheapest enclomiphene online buy

  3. get rifaximin buy in australia

    purchase rifaximin generic online canada

  4. purchase xifaxan purchase in the uk

    buying xifaxan purchase online safely

  5. get staxyn cheap new zealand

    how to buy staxyn generic online pharmacy

  6. cheap avodart generic pharmacy usa

    buy avodart no prescription

  7. cheap dutasteride generic for sale

    buy dutasteride lowest price

  8. buy flexeril cyclobenzaprine purchase to canada

    online order flexeril cyclobenzaprine usa online pharmacy

  9. discount gabapentin canadian pharmacy no prescription

    get gabapentin generic alternatives

  10. cheap fildena generic version

    get fildena usa seller

  11. how to order itraconazole australia pharmacy

    buy cheap itraconazole generic south africa

  12. kamagra online ceny

    koupit kamagra online kamagra

    in en bradenton fl usa donde puedo comprar kamagra

  13. kamagra pas de rx

    où kamagra australie

Comments are closed, but trackbacks and pingbacks are open.