କରୋନା କମୁଛି

33

ରାଜ୍ୟରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫ ଶହ ତଳକୁ ଖସିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୪୩୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୩୨ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୬୦୫ଟି ହେଉଛି ଲୋକାଲ୍ କେସ୍‌। ସେହିପରି କରୋନାରେ ପ୍ରାଣ ହରାଇଥିବା ଆଉ ୬୪ ଜଣଙ୍କ ସଂପର୍କରେ ସୂଚନା ଦେଇଛନ୍ତି ସରକାର। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୯୬୬କୁ ବୃଦ୍ଧି ପାଇଛି।୧୪୩୭ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୭୮ ହଜାର ୭୦୫ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୫୬ ହଜାର ୮୨୮ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୫ ହଜାର ୮୫୮ ଜଣ ଚିକିତ୍ସାଧୀନ ଅଛନ୍ତି।

ଅନ୍ୟପକ୍ଷରେ ଯେଉଁ ୬୪ ଜଣ ମୃତକଙ୍କ ସଂପର୍କରେ ସୂଚନା ଦିଆଯାଇଛି, ସେମାନଙ୍କ ମଧ୍ୟରୁ
ଭଦ୍ରକ-୮
କଟକ-୮
ଖୋର୍ଦ୍ଧା-୮
ସୁନ୍ଦରଗଡ଼-୭
ପୁରୀ- ୭
କେନ୍ଦ୍ରାପଡ଼ାର-୪
ଢେଙ୍କାନାଳ-୩
ନୟାଗଡ଼ରୁ-୩
ଅନୁଗୋଳ, -୨
ବାଲେଶ୍ୱର,-୨
ବରଗଡ଼,-୨
ଝାରସୁଗୁଡ଼ା-୨
ମୟୂରଭଞ୍ଜରୁ-୨
ଗଞ୍ଜାମ, -୧
ଜଗତସିଂହପୁର-୧,
ଯାଜପୁର,-୧
କନ୍ଧମାଳ, -୧
କୋରାପୁଟ-୧
ନବରଙ୍ଗପୁରରୁ -୧

Leave A Reply

Your email address will not be published.