ରନ୍ଧନ ତୈଳ ଦର କମିବ

26

ପାର୍ବଣ ସମୟ ରେ ଖାଉଟିଙ୍କୁ ସରକାରଙ୍କ ଭେଟି I ଖାଇବା ତେଲର ଦାମ କମିବା ନେଇ ସରକାରଙ୍କ ଘୋଷଣା ପରେ ସାଧାରଣ ଖାଉଟିଙ୍କୁ ଆଶ୍ୱସ୍ତି ମିଳିଛି । ଖାଇବା ତେଲ ଉପରୁ କୃଷି କର ଓ କଷ୍ଟମ୍ ଡ୍ୟୁଟି ଉଠିଯିବା ପରେ ଖାଇବା ତେଲ ଦର ୧୫ଟଙ୍କା ଯାଏଁ ହ୍ରାସ ପାଇବ ବୋଲି ସୂଚନା ରହିଛି ।

Leave A Reply

Your email address will not be published.