ଜୟପୁର: ବିଧାୟକ ତାରା ବାହିନୀପତିଙ୍କୁ ଆକ୍ରମଣ। କୋରାପୁଟ ଜିଲ୍ଲାରେ ଗତ ୧୪ ତାରିଖରେ ଏକ ଶୋଭାଯାତ୍ରା ବେଳେ ତାରାଙ୍କୁ ଜଣେ ବ୍ୟକ୍ତି ମାଡ଼ ମାରିଥିବା ନେଇ ଥାନାରେ ଏତଲା ହୋଇଛି। କଂଗ୍ରେସ ରାଲିରେ ନମସ୍କାର କରିବାକୁ ଆସି ବିଧାୟକ ତାରା ବାହିନୀପତିଙ୍କୁ ମାଡ଼ ମାରିଲେ ଜନୈକ ବ୍ୟକ୍ତି । ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି । ସୂଚନା ମୁତାବକ କୋରାପୁଟ କଂଗ୍ରେସ ପକ୍ଷରୁ ଏକ ମସାଲ ରାଲି ଅନୁଷ୍ଠିତ ହୋଇଥିଲା। ଗୁଣ୍ଡିଚା ମନ୍ଦିରରୁ ବାହାରି କୋରାପୁଟ ବସଷ୍ଟାଣ୍ଡରେ ପହଞ୍ଚି ଥିଲା ରାଲିଟି ।
ମସାଲ ରାଲିରେ କଂଗ୍ରେସ ଦଳ ନେତା ରାମଚନ୍ଦ୍ର କାଡ଼ାମଙ୍କ ସହ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଏବଂ ରାଜ୍ୟ ମହିଳା କଂଗ୍ରେସ ସଭାପତି ମିନାକ୍ଷୀ ବାହିନୀପତି ପ୍ରମୁଖ ଯୋଗ ଦେଇଥିଲେ । ରାଲି ଶେଷ ହେବା ପରେ ଜଣେ ଅଜଣା ବ୍ୟକ୍ତି ତାରା ବାହିନୀପତିଙ୍କୁ ନମସ୍କାର କରିବାକୁ ଆସି ଚାପୁଡ଼ା ମାରିଥିଲେ । ଫଳରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ପରେ ତାରାଙ୍କ ପିଏସଓ ଏବଂ ଯେଉଁ ବ୍ୟକ୍ତି ମାଡ଼ ମାରିଥିଲେ ଉଭୟଙ୍କ ପକ୍ଷରୁ ଥାନା ରେ ଏତଲା ଦିଆ ଯାଇଛି। ଏ ନେଇ ତାରାଙ୍କ କୌଣସି ପ୍ରତି କ୍ରୀୟା ମିଳିପାରି ନାହିଁ ।
13 Comments
Comments are closed, but trackbacks and pingbacks are open.
buy generic androxal canada
buy androxal generic lowest price
buying enclomiphene lowest cost pharmacy
buy cheap enclomiphene usa sales
how to buy rifaximin cheap prescription
get rifaximin mastercard buy
buy xifaxan generic online cheapest
how to buy xifaxan price australia
online order staxyn generic best price
ordering staxyn buy germany
discount avodart generic uk next day delivery
get avodart buy online usa
dutasteride pills canada
cheap dutasteride uk over the counter
buy flexeril cyclobenzaprine usa drugstore
online order flexeril cyclobenzaprine ireland over the counter
cheapest buy gabapentin canada cost
best prices on generic gabapentin
koupit kamagra přes noc dodání
kamagra v chicago přes přepážku
acheter kamagra en france pharmacie
livraison de livraison kamagra
cheapest no prescription needed fildena
order fildena buy virginia
discount itraconazole ireland over the counter
buy itraconazole cost insurance