କଂଗ୍ରେସ ଘୋଷଣା କଲା ଦୁଇ ଲୋକସଭା ସହିତ ୮ ବିଧାନସଭା ପ୍ରାର୍ଥୀ, କଟକରୁ ସୋଫିଆ

179

ଭୁବନେଶ୍ବର: ଆଜି କଂଗ୍ରେସ ଦୁଇ ଲୋକସଭା ଆସନ ସହିତ ୮ ବିଧାନସଭା ଆସନର ପ୍ରାର୍ଥୀ ଘୋଷଣା କରିଛି। ଯେଉଁମାନଙ୍କୁ ପ୍ରାର୍ଥୀ ଘୋଷଣା ହେଲା ସେମାନେ ହେଲେ ଲୋକସଭା ପାଇଁ  ସମ୍ବଲପୁର- ନଗେନ୍ଦ୍ର ପ୍ରଧାନ, ( ପ୍ରାର୍ଥୀ ବଦଳାଗଲା, ପୂର୍ବରୁ ଦୁଲାଲ ପ୍ରଧାନ ନାମ ଥିଲା ), କଟକ- ସୁରେଶ ମହାପାତ୍ର, ବିଧାନସଭା ପାଇଁ  କଟକ ବାରବାଟୀ- ସୋଫିଆ ଫର୍ଦ୍ଦୋସ,  ଜଳେଶ୍ୱର- ଦେବୀ ପ୍ରସନ୍ନ ଚାନ୍ଦ, ବାଲେଶ୍ୱରରୁ ମୋନାଲିସା ଲେଙ୍କା, ବଡଚଣାରୁ ଅଜୟ ସାମଲ, ପାଲଲହଡା- ଫକୀର ସାମଲ, ଜଗତସିଂହପୁର- ପ୍ରତିମା ମଲ୍ଲିକ। ତେବେ କଂଗ୍ରେସ ଦୁଇଟି ବିଧାନସଭାରେ ପ୍ରାର୍ଥୀ ପରିବର୍ତ୍ତନ କରିଛି। ସେମାନେ ହେଲେ ଖଣ୍ଡପଡା- ବୈଜୟନ୍ତି ମହାନ୍ତି ( ପୂର୍ବରୁ ମନୋଜ ପ୍ରଧାନଙ୍କ ନାମ ଘୋଷଣା ହୋଇଥିଲା) ଓ ବାରିପଦା- ପ୍ରମୋଦ କୁମାର ହେମ୍ବ୍ରମ ( ପୂର୍ବରୁ ବାଦଲ ହେମ୍ବ୍ରମଙ୍କ ନାମ ଘୋଷଣା ହୋଇଥିଲା)। 

Leave A Reply

Your email address will not be published.