୪ କ୍ରୀଡା ପ୍ରଶିକ୍ଷକ ଙ୍କୁ ବାଧ୍ୟତାମୂଳକ ଅବସର

26

ଅପାରଗ ସରକାରୀ ବାବୁ ମାନଙ୍କୁ ବାଧ୍ୟତାମୂଳକ ଅବସର ନିର୍ଦେଶ ପରେ ଏବେ ରାଜ୍ୟ ସରକାର ଙ୍କ ଦୃଷ୍ଟି ପଡିଛି କ୍ରୀଡା ବିଭାଗ ଉପରେ ସେହି ଅନୁସାରେ ରାଜ୍ୟ ସରକାର ନିର୍ଦ୍ଦେଶ କ୍ରମେ ନିଜ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ ଯୋଗୁଁ ୪ ଅପାରଗ ଖେଳ ପ୍ରଶିକ୍ଷକଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଓଡ଼ିଶା କ୍ରୀଡ଼ା ପରିଷଦର ୪ଜଣ କୋଚକୁ ଅବସର I କ୍ରୀଡ଼ା କ୍ଷେତ୍ରରେ ଶୃଙ୍କଳା ପାଇଁ ଏହି ୪ଜଣ କୋଚ୍ କୌଣସି ଆଖି ଦୃଶିଆ ପଦର୍ଶନ କରିନଥିବା ନେଇ ସମୀକ୍ଷା ବୈଠକରେ ନିଷ୍ପତି ହୋଇଛି । ଏହି ୪ଜଣ ହେଲେ ଭଲି ବଲ୍ କୋଚ୍ ପ୍ରଭାକର ତ୍ରୀପାଠୀ, ବକ୍ସିଙ୍ଗ କୋଚ ଶଙ୍କର ପ୍ରସାଦ ଅଧିକାରୀ, ହ୍ୟାଣ୍ଡ ବଲ୍ କୋଚ୍ ମନୋଜ ପ୍ରସାଦ ଦାସ ଓ ଭଲି ବଲ କୋଚ୍ ଜ୍ଞାନେନ୍ଦ୍ର ପ୍ରସାଦ ବଢ଼େଇ ।

Leave A Reply

Your email address will not be published.