ଓମିକ୍ରନ ପାଇଁ କପଡା ମାସ୍କ ସୁରକ୍ଷିତ ନୁହେଁ

0 179

କରୋନା ମହାମାରୀ ରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ମାସ୍କ ହେଉଛି ଅତ୍ୟନ୍ତ ଜରୁରୀ । କିନ୍ତୁ ମାସ୍କ ବର୍ତ୍ତମାନ ଫ୍ୟାଶନରେ ପରିଣତ ହୋଇଗଲାନି । ତେବେ ଗତବର୍ଷ କରୋନାର ଡେଲ୍ଟା ଭୂତାଣୁକୁ କପଡା ମାସ୍କ ରୋକି ପାରିନଥିଲା। ଏବେ ଓମିକ୍ରନ୍‌କୁ ଏହା ରୋକି ପାରିବ କି? ଏହା କେତେ ସୁରକ୍ଷିତ? ତାକୁ ନେଇ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି।
ବ୍ଲୁମବର୍ଗର ରିପୋର୍ଟ ମୁତାବକ, ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ପ୍ରାଇମେରୀ ହେଲ୍‌ଥ କେଆର୍‌ ସର୍ଭିସେସ୍‌ର ପ୍ରଫେସର ଟ୍ରିଶ ଗ୍ରୀନହଲ୍‌ଘ କହିଛନ୍ତି, କପଡା ମାସ୍କ ବାସ୍ତବରେ ଭୟାନକ ହୋଇପାରେ। ଆପଣ କେଉଁ ପ୍ରକାରର ଫାବ୍ରିକ ବ୍ୟବହାର କରୁଛନ୍ତି ଏହା ତାହା ଉପରେ ନିର୍ଭର କରେ।

Leave A Reply

Your email address will not be published.