ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ

198

ଭୁବନେଶ୍ୱର: ଦ୍ୱାଦଶ ପରେ ଏପେ ପ୍ରକାଶ ପାଇଛି CBSE ଦଶମ ରେଜଲ୍ଟ। ଏଥିରେ ପାସ ହାର ୯୩.୬୬ ପ୍ରତିଶତ ରହିଛି। CBSE ୱେବସାଇଟରେ ଛାତ୍ରୀଛାତ୍ରମାନେ ରେଜଲ୍ଟ ପାଇପାରିବେ। ସୂଚନାଯୋଗ୍ୟ, ଏଥର CBSE ଦଶମରେ ୨୪ ଲକ୍ଷ ୧୨ ହଜାର ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ଚଳିତ ବର୍ଷ ପାସ ହାର ୯୩.୬୬ ପ୍ରତିଶତ ରହିଛି। CBSE ୱେବସାଇଟରେ ରେଜଲ୍ଟ ଉପଲବ୍ଧ ବୋଲି କୁହାଯାଇଛି। ଛାତ୍ରଙ୍କ ତୁଳନାରେ ଏଥର ଛାତ୍ରୀଙ୍କ ପାସ ହାର ଅଧିକ। ଭୁବନେଶ୍ବର ଜୋନରେ ଚଳିତ ବର୍ଷ ପାସ ହାର ୯୨.୬୪% ରହିଛି। ଏଥର ଭୁବନେଶ୍ବର ଜୋନରେ ପାସ ହାର ୯୨.୬୪% ରହିଥିବା ବେଳେ ସଫଳତାରେ ତ୍ରିଭେନ୍ଦ୍ରମ ଆଗରେ ରହିଛି। ପାସ ହାର ୯୯.୭୯%। ବିଜୟୱାଡା ପାସ ହାର ୯୯.୭୯%, ବେଙ୍ଗାଳୁରୁ ପାସ ହାର ୯୮.୯୦% ରହିଛି।

Comments are closed, but trackbacks and pingbacks are open.