Browsing Category

Uncategorized

୨୩ରେ ବାଧାପ୍ରାପ୍ତ ବୁଥରେ ହେବ ସାନି ମତଦାନ : ରାଜ୍ୟ ନିର୍ବାଚନ କମିଶନର

ରାଜ୍ୟରେ ପଞ୍ଚାୟତ ନିର୍ବାଚନର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ସମୟରେ ବିଭିନ୍ନ ସ୍ଥାନରେ ରାଜନୈତିକ ହିଂସାକାଣ୍ଡ କାରଣରୁ ୪୫ ଟି ବୁଥ ରେ ମତଦାନ
Read More...

ପୁଣି ନିର୍ବାଚନୀ ହିଂସା : ଗୁରୁତ୍ତର ଅବସ୍ଥାରେ ଉଦ୍ଧାର ହେଲେ ନିଖୋଜ ଥିବା ସରପଞ୍ଚ ପ୍ରାର୍ଥୀ

ହାତଗୋଡ଼ ବନ୍ଧା ହୋଇ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ହେଲେ ସରପଞ୍ଚ ପ୍ରାର୍ଥୀ I ନୂଆପଡା ଖଡିଆଳ ସୁନାରିଶିକୁଆରର ସରପଞ୍ଚ ପାର୍ଥୀ ଚୂଳମଣି ବୈଠାରୁଙ୍କୁ ତାଙ୍କ ଘରଠାରୁ ୧
Read More...

ଆସନ୍ତା କାଲି ତୃତୀୟ ପର୍ଯ୍ୟାୟ ମତଦାନ, ପୋଲିଂ ପାର୍ଟି ଆଗେଇଲେ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି । ଏହା ପୂର୍ବରୁ ଗତକାଲି ସଂଧ୍ୟାରେ ଶେଷ ହୋଇଛି ତୃତୀୟ ପର୍ଯ୍ୟାୟ
Read More...

ନିର୍ବାଚନ ଡ୍ୟୁଟିରେ ଯାଉଥିବାବେଳେ ଦୁର୍ଘଟଣା: ୩ ପୋଲିସ କର୍ମଚାରୀ ମୃତ ୧୪ ଆହତ

ତୃତୀୟ ପର୍ଯ୍ୟାୟ ନିର୍ବାଚନ ଡ୍ୟୁଟି ରେ ଯାଉଥିବା ବେଳେ ସୁରକ୍ଷା କର୍ମୀଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ I ପାପଡ଼ାହାଣ୍ଡି ସୋରିଷପଦର ଗାଁ ନିକଟରେ ଘଟିଛି ଏହି ବସ୍
Read More...

ପୁଣି ନିର୍ବାଚନୀ ହିଂସା : ବାରଙ୍ଗରେ ଭୋଟ୍ ବାକ୍ସ ଲୁଟ୍, ଯାଜପୁରରେ ପୋଖରୀରେ ଫିଙ୍ଗିଲେ,

ଶାନ୍ତିଶୃଙ୍ଖଳା ଓ ଅବାଧରେ ପଂଚାୟତ ନିର୍ବାଚନର ପରବର୍ତ୍ତୀ ପର୍ଯ୍ୟାୟଗୁଡ଼ିକ ସମ୍ପନ୍ନ କରିବା ନିମନ୍ତେ ରାଜ୍ୟ ନିର୍ବାଚନ କମିଶନଙ୍କ ସମୀକ୍ଷା ବୈଠକ ଓ ପୁଲିସ ଡିଜିଙ୍କ
Read More...

ଆନ୍ଧ୍ର ର ସମସ୍ତ ଚାଲ ଫେଲ : କୋଟିଆରେ ୬୫% ମତଦାନ

କୋଟିଆବାସୀ ଙ୍କ ଉପରରେ ପଡୋଶୀ ରାଜ୍ୟ ଆନ୍ଧ୍ର ର କୌଣସି ଚାଲ ପ୍ରଭାବ ପକାଇ ପାରି ନାହିଁ I ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିପୁଳ ପରିମାଣର ମତଦାନ କରି କୋଟିଆବାସୀ
Read More...

୨ୟ ପର୍ଯ୍ୟାୟରେ ୭୧% ମତଦାନ: ପ୍ରେସ ମିଟ ଜରିଆରେ ରାଜ୍ୟ ନିର୍ବାଚନ କମିଶନଙ୍କ ସୂଚନା

ରାଜ୍ୟରେ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶାନ୍ତି ଶୃଙ୍ଖଳା ର ସହିତ ଶେଷ ହୋଇଛି । ୨ୟ ପର୍ଯ୍ୟାୟ ଭୋଟ ଗ୍ରହଣ ନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି
Read More...

ଢେଙ୍କାନାଳ : ନିଖୋଜ ସମିତି ସଭ୍ୟା ପ୍ରାର୍ଥୀନୀଙ୍କ ସ୍ୱାମୀ ଉଦ୍ଧାର

ଢେଙ୍କାନାଳ ଜିଲ୍ଲାର ସମିତି ସଭ୍ୟା ପ୍ରାର୍ଥନୀଙ୍କ ନିଖୋଜ ସ୍ୱାମୀଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଛି ।ତାଙ୍କୁ ସିମିଳିଆ ଓଭରବ୍ରିଜ ତଳୁ ଗୁରୁତର ଅବସ୍ଥାରେ
Read More...

ଯାଜପୁର ବଡ଼ଚଣା ବ୍ଲକ ରେ ନିର୍ବାଚନୀ ହିଂସା : ବିରି ଖଳା ରେ ପୋଡିଦେଲେ

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ମତଦାନ ନ ହେଉଣୁ ପୁଣି ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି Iଯାଜପୁର ଜିଲ୍ଲା ବଡଚଣା ବ୍ଲକ୍ ବଡ ବାଲିକୁଦା ଗ୍ରାମରେ ନାରାୟଣ ବିଶ୍ବାଳ
Read More...

ଆରମ୍ଭ ହେଲା ପଂଚାୟତ ନିର୍ବାଚନ ପାଇଁ ଦ୍ବିତୀୟ ପର୍ଯ୍ୟାୟ ମତଦାନ : ୭୪୭ ଜିଲା ପରିଷଦ ପ୍ରାର୍ଥୀଙ୍କ ହେବ ଭାଗ୍ୟ…

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି ।ସକାଳ ୭ଟାରୁ ଦିନ ୧ଟା ଯାଏଁ
Read More...