Browsing Category
State
କୋଭିଡ ନିୟମ ନ ମାନିଲେ ପୁଣି ହୋଇପାରେ ଲୋକଡାଉନ :ମୁଖ୍ୟମନ୍ତ୍ରୀ
ତୃତୀୟ ଲହରକୁ ନେଇ ରାଜ୍ୟବାସୀଙ୍କୁ ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ ବିପଦ ଏଯାଏଁ ଦୂର ହୋଇନାହିଁ। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଭଲ!-->…
Read More...
Read More...
ଖୋଲିବ ଶ୍ରୀ ମନ୍ଦିର
ଆସନ୍ତା ୧୬ ତାରିଖରୁ ସୋମବାରରୁ ଖୋଲିବ ପୁରୀ ଶ୍ରୀମନ୍ଦିର । ପ୍ରଥମ ପାଞ୍ଚ ଦିନ ପୁରୀ ସହରବାସୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା । ୧୬ ରୁ ୨୦ ତାରିଖ ପର୍ଯ୍ୟନ୍ତ!-->…
Read More...
Read More...
ମୋ ସ୍ୱାମୀ ଙ୍କୁ ଫେରେଇ ଆଣ
ଦୀର୍ଘ ୪ ବର୍ଷ ହେଲା ବାହାରିନ ର ଏକ କମ୍ପାନୀରେ ମେକାନିକାଲ ଇଂଜିନିୟର ଭାବରେ କାମ କରୁଥିଲେ ଖଲିକୋଟ ର ସିମାଞ୍ଚଳ ରାଉତ I ଅଧିକ ରୋଜଗାରର ଆଶା ନେଇ ଯାଇଥିଲେ ବିଦେଶ,!-->…
Read More...
Read More...
ପାହାଡି ମଣିଷ : ହରିହର
"ଦି ମାଉଣ୍ଟେନ୍ ମ୍ୟାନ" ଦଶରଥ ମାଂଝୀଙ୍କ ଭଳି ଆଉଜଣେ ପାହାଡି ମଣିଷ ହେଉଛନ୍ତି ନୟାଗଡ଼ ର ହରିହର ବେହେରା I କୃଷ୍ଣ ବେହେରା ଓ ହରି ବେହରା ଦୁଇ ଭାଇ ହେଉଛନ୍ତି ନୟାଗଡ!-->…
Read More...
Read More...
ଆଜି ଖୋଲିଲା ନନ୍ଦନକାନନ
ଅଳ୍ପ ସଂଖ୍ୟକ ପର୍ଯ୍ୟଟକ ଙ୍କୁ ନେଇ ଆଜି ନନ୍ଦନକାନନ ଖୋଲିଛି I କୋଭିଡ ନିୟମ ଅନୁସାରେ ପର୍ଯ୍ୟଟକ ମାନଙ୍କୁ ସମସ୍ତ ପରୀକ୍ଷା କରି ବୁଲି ଦେଖିବାକୁ ଅନୁମତି ଦିଆଯାଇଛି I!-->…
Read More...
Read More...
ପୌର ନିର୍ବାଚନ ପାଇଁ ରାଜ୍ୟପାଳ ଙ୍କୁ ଭେଟିଲେ ବିଜେପି ଦଳ
ପୌର ନିର୍ବାଚନ ପାଇଁ କନକ ବର୍ଦ୍ଧନ ଙ୍କ ନେତୃତ୍ୱ ରେ ଆଜି ବିଜେପି ପ୍ରତିନିଧି ଦଳ ମହାମହିମ ରାଜ୍ୟପାଳ ଙ୍କୁ ଭେଟିଛନ୍ତି I ରାଜ୍ୟ ରେ ପୌର ନିର୍ବାଚନ କରାଇବା ନେଇ!-->…
Read More...
Read More...
ଆଜି ପ୍ରକାଶ ପାଇଲା ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ
ଆଜି ଦିନ ୧୨ ଟା ବେଳେ ସିବିଏସଇ ଅଫିସିଆଲ ୱେବ ସାଇଟ ରେ ପ୍ରକାଶ ପାଇଛି ପାଇଛି ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ କରୋନା ଭୟାବହତା କୁ ଦୃଷ୍ଟି ରେ ରଖି କେନ୍ଦ୍ର ଏବଂ!-->…
Read More...
Read More...