Browsing Category
State
ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ପକ୍ଷରୁ ପ୍ରି-ବଜେଟ ପରାମର୍ଶ ବୈଠକ ଅନୁଷ୍ଠିତ
ଆଜି ଅର୍ଥ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ବିଗତ ବର୍ଷ ପରି ସମାଜର ବିଭିନ୍ନ ବର୍ଗ ଯଥା ବିଶେଷଜ୍ଞ, ବ୍ୟବସାୟୀ ତଥା ଶିଳ୍ପଦ୍ୟୋଗୀଙ୍କ ପ୍ରତିନିଧି ଏବଂ କୃଷକମାନଙ୍କ!-->…
Read More...
Read More...
ଓଡିଶାକୁ ନାହିଁ କୋଭିଡ୍ ବିପଦ !
କରୋନାର ନୂତନ ରୂପ ‘ବିଏଫ୍ ୭’କୁ ନେଇ ଚୀନର ସ୍ଥିତି ସାଙ୍ଘାତିକ ହୋଇ ପଡିଛି। ଅନ୍ୟ କିଛି ଦେଶରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଫଳରେ ଓମିକ୍ରନକୁ ନେଇ ପୁଣି!-->…
Read More...
Read More...
ରାଜ୍ୟରେ ଶ୍ରେୟ ନେବାକୁ କେନ୍ଦ୍ରର ରଣନୀତି
ଦୁଇଟଙ୍କିଆ ଓ ଟଙ୍କିକିଆ ଚାଉଳ ବାଂଟି ସାଧାରଣ ନିର୍ବାଚନରେ ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିଥିବା ଶାସକ ବିଜେଡି ପାଇଁ ଏବେ କେନ୍ଦ୍ର ସରକାରଙ୍କ ମାଗଣା ଚାଉଳ ବଂଟନ!-->…
Read More...
Read More...
ବିଜେବି କଲେଜ ରାଗିଂ ଘଟଣା: ୪ ଛାତ୍ର ସସ୍ପେଣ୍ଡ
ଭୁବନେଶ୍ୱର : ବିଜେବି ସ୍ୱୟଂଶାସିତକଲେଜର +୨ ଛାତ୍ରଙ୍କୁ ରାଗିଂ ଓ ମାଡ଼ ମାରିବା ଘଟଣାରେ ୪ ଛାତ୍ର ଙ୍କୁ ସସ୍ପେଣ୍ଡ କଲା କଲେଜ I ଏହି ଘଟଣାରେ ପୂର୍ବରୁ ୪ ଛାତ୍ରଙ୍କୁ!-->…
Read More...
Read More...
ବିଶ୍ବକପ ଜିତିଲେ ପ୍ରତି ଭାରତୀୟ ହକି ଖେଳାଳିଙ୍କୁ ମିଳିବ ୧ କୋଟି ଟଙ୍କା ପୁରସ୍କାର : ମୁଖ୍ୟମନ୍ତ୍ରୀ
ରାଉରକେଲା : ଭାରତୀୟ ହକି ଟିମ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ବିଶ୍ବକପ ଜିତିଲେ ପ୍ରତି ଖେଳାଳିଙ୍କୁ ୧ କୋଟି ଲେଖାଏଁ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ!-->…
Read More...
Read More...
୫ଜି ଲ୍ୟାବ୍ ପ୍ରତିଷ୍ଠା ନିମନ୍ତେ ସୋଆ ଏବଂ ଜିଓ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ
ଭୁବନେଶ୍ୱର, ୫/୦୧: ଏକ ୫ ଜି ଲ୍ୟାବ୍ ପ୍ରତିଷ୍ଠା ଏବଂ ଅପ୍ଟିକାଲ୍ କମ୍ୟୁନିକେସନ୍ ଏବଂ ୬ ଜି ଭଳି ନୂତନ ବୈଷୟିକ ଜ୍ଞାନ କୌଶଳ ପ୍ରସ୍ତୁତି କ୍ଷେତ୍ରରେ ସହଭାଗିତାର!-->…
Read More...
Read More...
ଆରମ୍ଭ ହେଲା ୫ଜି ସେବା
ଆଜି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୫ଜି ସେବା ଶୁଭାରମ୍ଭ କରିଥିବା ବେଳେ ଓଡ଼ିଶାରେ ୫ ହଜାର ଟାଓ୍ୱାର ବସାଯିବା ନେଇ ସେ ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି!-->…
Read More...
Read More...
ଗାନ୍ଧୀଙ୍କୁ ମହାତ୍ମା କରିଥିଲା ଓଡିଶା : ରାଜ୍ୟପାଳ
ଭୁବନେଶ୍ୱର, ୦୪/୦୧- : ମହାତ୍ମା ଗାନ୍ଧୀଙ୍କ ଜୀବନ ଓ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆଣିବା କ୍ଷେତ୍ରରେ ଓଡିଶାର ପ୍ରମୁଖ ଅବଦାନ ରହିଥିଲା । ଅଧ୍ୟାତ୍ମିକତା ଠାରୁ ଆରମ୍ଭ!-->…
Read More...
Read More...
ଆସନ୍ତା କାଲି ରାଉରକେଲା ଗସ୍ତରେ ଯାଇ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଓ ‘ମୋ ବସ’ ସେବା ଶୁଭାରମ୍ଭ କରିବେ…
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ରାଉରକେଲା ଗସ୍ତରେ ଯାଇ ସେଠାରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ଉଦଘାଟନ କରିବେ। ଏହି ଅବସରରେ!-->…
Read More...
Read More...
ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ୨୪ତମ ପ୍ରତିଷ୍ଠା ଦିବସ ରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ
୩ଟି ଏକାଡେମିକ ବ୍ଲକ ଓ ଭାସ୍କର୍ଯ୍ୟ ଉଦ୍ୟାନ କଲେ ଉଦ୍ଘାଟନ
ଭୁବନେଶ୍ବର, ୪.୧.୨୩ : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର!-->!-->!-->…
Read More...
Read More...