Browsing Category
State
ଦୁର୍ଘଟଣାର ଖବର ପ୍ରଥମେ ଦେଇଥିଲେ ୩୯ ବର୍ଷୀୟ ଯବାନ ଭେଙ୍କଟେଶ,ପଠାଇଥିଲେ ଲାଇଭ୍ ଲୋକେସନ
ଭୁବନେଶ୍ୱର : ଜୁନ ୨ ତାରିଖ ସନ୍ଧ୍ୟା ଥିଲା ଓଡିଶା ପାଇଁ ଏକ କାଳରାତ୍ରୀ I କେଉଁ ଏକ ଅଶୁଭ ମୁହୂର୍ତ୍ତରେ ଘଟିଯାଇଥିଲା ଛାତିଥରା ହୃଦୟବିଦାରକ ସିରିଜ ରେଳ ଦୁର୍ଘଟଣା I!-->…
Read More...
Read More...
ରେଳମନ୍ତ୍ରୀ କହିଲେ, ଚିହ୍ନଟ ହୋଇଛି ଦାୟୀ ଥିବା ବ୍ୟକ୍ତି
ଭୁବନେଶ୍ୱର: ବାହାନଗା ରେଳ ଦୁର୍ଘଟଣାର କାରଣ ସ୍ପଷ୍ଟ କଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଇଣ୍ଟରଲକିଂ ସିଷ୍ଟମରେ ସମସ୍ୟା ପାଇଁ ଘଟିଛି ଦୁର୍ଘଟଣା । ଇଲେକଟ୍ରୋନିକ୍!-->…
Read More...
Read More...
କରମଣ୍ଡଳ ଦୁର୍ଘଟଣାର କାରଣ ମନୁଷ୍ୟକୃତ ତ୍ରୁଟି -ରେଳମନ୍ତ୍ରୀ
ଭୁବନେଶ୍ୱର : ଜୁନ ୨ ତାରିଖ ସନ୍ଧ୍ୟା ପ୍ରାୟ ୭ଟା ବେଳେ ବାଲେଶ୍ୱର ବାହIନଗାରେ ଘଟିଯାଇଛି ମର୍ମନ୍ତୁଦ ସିରିଜ ରେଳ ଦୁର୍ଘଟଣା I ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା!-->…
Read More...
Read More...
କୋଭିଡ ପରିଚାଳନା କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛି ଓଡ଼ିଶା
ଭୁବନେଶ୍ୱର, ଜୁନ ୪: ୨୦୨୦ ମସିହାରେ କୋଭିଡ ସଂକ୍ରମଣ ଆରମ୍ଭ ହେବା ପରେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ ଯିଏ କି କରୋନା ସହ ଯୁଦ୍ଧ କରିବା ପାଇଁ ପଦକ୍ଷେପ ଆରମ୍ଭ କରିଥିଲା!-->…
Read More...
Read More...
କରମଣ୍ଡଳ ରେଳ ଦୁର୍ଘଟଣା : ୩୦ ଯାତ୍ରୀଙ୍କ ମୃତ୍ୟୁ,ବଢିବ ମୃତାହତଙ୍କ ସଂଖ୍ୟା
ବାଲେଶ୍ୱର : ବାଲେଶ୍ୱରର ବାହାନଗା ଷ୍ଟେସନ ନିକଟରେ କରମଣ୍ଡଳ ଏକ୍ସପ୍ରେସ ହୋଇଛି ଭୟଙ୍କର ଦୁର୍ଘଟଣାରଗ୍ରସ୍ତ । ମାଲବାହୀ ଟ୍ରେନ ସହ ମୁହାଁମୁହିଁ ଧକ୍କା ଯୋଗୁ କରମଣ୍ଡଳ!-->…
Read More...
Read More...
ବିଶାଖାପାଟଣା ସ୍ଥିତ ଓଡିଶା ରୋଗୀ ସହାୟତା କେନ୍ଦ୍ରର ସୁବିଧା ଜାରି ରହିବ
ଚଳିତବର୍ଷ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ସହାୟତା ଘୋଷଣା
ବିଶାଖାପାଟଣାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଖୋଲା ଯାଇଥିବା ‘ରୋଗୀ ସହାୟତା!-->!-->!-->…
Read More...
Read More...
କାଳବୈଶାଖୀ ଯୋଗୁ ୪ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ
ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ ସହାୟତା ଘୋଷଣା, ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଦିଆଯିବ ସହାୟତା
ଗଂଜାମର ଆର୍ଯ୍ୟପଲ୍ଲୀ ଠାରେ!-->!-->!-->…
Read More...
Read More...
ବାଲେଶ୍ୱରରେ କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ବଢୁଛି ମୃତ୍ୟୁ ସଂଖ୍ୟା
ବାଲେଶ୍ୱର : ବାଲେଶ୍ୱରର ବାହାନଗା ଷ୍ଟେସନ ନିକଟରେ କରମଣ୍ଡଳ ଏକ୍ସପ୍ରେସ ହୋଇଛି ଭୟଙ୍କର ଦୁର୍ଘଟଣାରଗ୍ରସ୍ତ । ମାଲବାହୀ ଟ୍ରେନ ସହ ମୁହାଁମୁହିଁ ଧକ୍କା ଯୋଗୁ କରମଣ୍ଡଳ!-->…
Read More...
Read More...
ଚିକିତ୍ସା କ୍ଷେତ୍ରରେ ସୋଆ ଗବେଷକଙ୍କ ଅଭିନବ ସୂତ୍ରର ଉଦ୍ଭାବନ
ନ୍ୟାସ୍ନାଲ୍ ରିସର୍ଚ୍ଚ ଡେଭଲପ୍ମେଂଟ କର୍ପୋରେସନ୍ ସହିତ ସୋଆର ଟେକ୍ନୋଲୋଜି ଲାଇସେନ୍ସିଂ ଏଗ୍ରିମେଂଟ
ଭୁବନେଶ୍ୱର, ଜୁନ ୨: ଗବେଷଣା ଦ୍ୱାରା ଜଟିଳ ସ୍ୱାସ୍ଥ୍ୟଗତ!-->!-->!-->…
Read More...
Read More...
ଓଡ଼ିଶା ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା
ଜୁନ୍ ୧୭ରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଏବଂ ୨୨ ତାରିଖରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶା ଆସିବେ। ଏନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ!-->…
Read More...
Read More...